Latest Odisha News

BREAKING NEWS

Browsing Category

ଫିଚର

ଶାହାରୁଖଙ୍କ ସହ ପୁନର୍ବାର ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି ଭନ୍ସାଲୀ

ମୁମ୍ବାଇ: ସଞ୍ଜୟ ଲିଲା ଭନ୍ସାଲୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ବୈଜୁ ବାୱାରାକୁ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି । ସେ ପ୍ରଥମେ ତାଙ୍କର ଆଉ ଏକ ମହତ୍ୱାକାଂକ୍ଷୀ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନରୁ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏବେ ସେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସ୍ୟାଣ୍ଡ ଆନିମେସନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତା କାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏହାରି ଭିତରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହାକୁ ଚିତ୍ରଣ କରିଛନ୍ତି। ଆନିମେସନ ଭିଡିଓଟି ୩ମିନିଟି ୩୯ସେକେଣ୍ଡର ହୋଇଥିବା…

ଫେବୃଆରୀ ୩ରୁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ। IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ କାର୍ଯ୍ଯକ୍ରମ। ଏକାମ୍ର ଉତ୍ସବ ତିନୋଟି ଉପାଦାନ ଅର୍ଥାତ୍- ଭୁବନ୍-ଇ-ସ୍ୱର୍ ବା ମୁଖ୍ୟ ଇଭେଣ୍ଟ , ସିଟି କାର୍ନିଭାଲ୍- ଲୋକ ଉତ୍ସବ ଏବଂ ଖାଦ୍ୟ ମହୋତ୍ସବ - ଆମ ବ୍ୟଞ୍ଜନରେ…

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ…

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ଷ୍ଟେସନରେ ଖୋଲିଲା ରିଜର୍ଭେସନ ଟିକେଟ୍ କାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ବା ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ…

ବିନା ସିମ୍ ଓ ଇଣ୍ଟରନେଟରେ ମୋବାଇଲରେ ଦେଖିହେବ ଟିଭି, ଜାଣନ୍ତୁ କେନ୍ଦ୍ରର ବଡ଼ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ଖୁବଶୀଘ୍ର ସିମ୍ କାର୍ଡ କିମ୍ବା ବିନା ଇଣ୍ଟରନେଟ୍ ସଂଯୋଗରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଏହି ଯୋଜନାରେ ମୋବାଇଲରେ ଇଣ୍ଟରନେଟ୍ କିମ୍ବା ସିମ୍ ପଡ଼ିବା ଜରୁରୀ ନୁହଁ।…

ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ କିଏ ହେବେ ବିଦା

ମୁମ୍ବାଇ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦା ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଏବେ ୫ଜଣ ସଦସ୍ୟ ରହିଛନ୍ତି । କୌଣସି ସ୍ଥାନ ଖାଲି ନ ଥିଲେ ମଧ୍ୟ ଅଗରକରଙ୍କ ବ୍ୟତୀତ ଜଣେ ବିଦା ହେବା ଏକପ୍ରକାର…

ୟୁରାନସ ଏବଂ ନେପଚୁନର ରଂଗ ନୀଳ ନୁହେଁ, ନୂତନ ଅନୁସନ୍ଧାନ ପରେ ସାମନାକୁ ଆସିଲା ପ୍ରକୃତ ରଂଗ

ନୂଆଦିଲ୍ଲୀ: ସୌର ମଣ୍ଡଳରେ ଥିବା ସମସ୍ତ ଗ୍ରହ ପରସ୍ପରଠାରୁ ଭିନ୍ନ, କିନ୍ତୁ ଅନେକ ଗ୍ରହରେ ସମାନତା ମଧ୍ୟ ଦେଖାଯାଏ । ପୃଥିବୀ ଏବଂ ମଙ୍ଗଳ ମଧ୍ୟରେ ଅନେକ ସମାନତା ଥିବାବେଳେ ପୃଥିବୀ ଏବଂ ଶୁକ୍ରଙ୍କର ଅନେକ ଭିନ୍ନତା ଥାଇ ମଧ୍ୟ କିଛି ସମାନତା ରହିଛି । ୟୁରାନସ ଏବଂ ନେପଚୁନ ଗ୍ରହରେ ମଧ୍ୟ ସମାନ…

କ’ଣ ରହିଛି ଏନ୍ଏଚ୍ଏଆଇର ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ପଦକ୍ଷେପ, ଜାଣନ୍ତୁ କିପରି ଅପଡେଟ୍…

ନୂଆଦିଲ୍ଲୀ: ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ 'ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ' ଅଭିଯାନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଯାନ ଗୋଟିଏରୁ ଅଧିକ ଫାଷ୍ଟଷ୍ଟାଗ ବ୍ୟବହାର କରିପାରିବେ ନାହିଁ। ଗାଡ଼ି ମାଲିକମାନେ ସମାନ ଫାଷ୍ଟଟ୍ୟାଗ ବ୍ୟବହାର କରିପାରିବେ।…