Latest Odisha News

BREAKING NEWS

Browsing Category

ଫିଚର

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ, ୩ ଦିନ ଚାଲିବ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର 'ଭାରତ ଯୋଡ ନ୍ୟାୟ ଯାତ୍ରା' । ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହାପରେ ସୁନ୍ଦରଗଡ଼ ଓ…

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ବୁଲିଲେ ୧୦ଲକ୍ଷରୁ ଅଧିକ ଦର୍ଶକ

ଭୁବନେଶ୍ବର: ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏହା ଭୁବନେଶ୍ବର…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ଛାଡିବେ ଇଂଲଣ୍ଡ ଟିମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ବରାବରରେ ରହିଛି । ଫେବୃୟାରୀ ୧୫ରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ଏହା ମଧ୍ୟରେ ହାତରେ ୧୦ ଦିନ ସମୟ ଥିବାରୁ ଇଂଲଣ୍ଡ ଟିମ ଆବୁଧାବି ଯିବେ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ଇଂଲଣ୍ଡର ଅନେକ…

ସରିଲା ଓଡ଼ିଆ ଭାଷା ମହାକୁମ୍ଭ: ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଉଦ୍‌ଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ…

ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ: ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। ସେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ରକ୍ତ…

ତୃତୀୟ ଟେଷ୍ଟ ଖେଳି ନ ପାରନ୍ତି ବୁମରାହ

ବିଶାଖପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସେ ୯୧ ରନରେ ୯ଟି ୱିକେଟ ହାସଲ କରିଥିଲେ । ତେବେ କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ତୃତୀୟ ଟେଷ୍ଟରେ ବୁମରାହ ଖେଳି ନ ପାରନ୍ତି ।…

ଡ୍ରେନରେ ପଶିଗଲା ଚଳନ୍ତା କାର୍, ଗୋଟିଏ ପରିବାରର ୬ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡ୍ରେନରେ ପଶିଗଲା କାର ।ଫଳରେ କାରରେ ଥିବା ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶିଶୁ ଗୁରୁତର ହୋଇଛନ୍ତି। କାନପୁର ଜିଲ୍ଲାର ଦେହାତ ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ…

ପ୍ୟାରିସ ଅଲିମ୍ପିକ୍ସରେ ସମସ୍ୟା ସୃଷ୍ଟି କରିପାରେ ହିଟ ୱେଭ

ପ୍ୟାରିସ: ଚଳିତ ବର୍ଷ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜିତ ହେବ । ତେବେ ଏହି ମେଗା ଇଭେଂଟରେ ଏକ ପ୍ରାକୃତିକ ବିପଦ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ସମୟରେ ହିଟ ୱେଭ ପ୍ରବାହ ଆରମ୍ଭ ହେବ ବୋଲି ସେମାନେ କହିଛନ୍ତି । ଏବେ ପ୍ୟାରିସରେ ବରଫ ପଡୁଛି ।…

ଏଣିକି ପ୍ରଶ୍ନପତ୍ର ଲିକ୍ ହେଲେ ମିଳିବ କଠୋର ଶାସ୍ତି, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ:ଏଣିକି ସାବାଡ ହେବେ ଠକ। ମିଳିବ କଠୋର ଶାସ୍ତି। ଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବ। ସୋମବାର ଏନେଇ ଲୋକସଭାରେ ସର୍ବସାଧାରଣ…

ରଣଜୀ ଟ୍ରଫି: ବିଜୟ ସୁଯୋଗ ହାତଛଡା କଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡା କରିଛି । ପଣ୍ଡିଚେରୀ ବିପକ୍ଷ ମୁକାବିଲାରେ ଅଧିନାୟକ ଅରୁଣ କାର୍ତିକଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ୩ ପଂଏଟ ମିଳିଛି । ଓଡିଶା ୨୪୦ ରନର ଟାର୍ଗେଟ…