Latest Odisha News

BREAKING NEWS

Browsing Category

ଫିଚର

‘୨୦୨୪-୨୫ ଶିକ୍ଷାବର୍ଷରୁ ତିନି ଜିଲ୍ଲାରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅନୁମୋଦନ ଦେଇଛନ୍ତି ସରକାର’

ଭୁବନେଶ୍ୱର: ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଝରିଗାଁ ଓ…

ଅଟୋ ଓ ଟ୍ରାକ୍ଟର ଧକ୍କା: ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ଗିରିପାଲି ଛକ ନିକଟରେ ମଙ୍ଗଳବାର ଏକ ଅଟୋ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କୁସନପରୀ ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଏକ ପାରିବାରିକ…

ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ୨୭ଟି ପ୍ଲଟ୍ ମଧ୍ୟରୁ ୧୦ଟି ବେନାମୀ ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଯାନ ନିରୀକ୍ଷକ ବା ଏମଭିଆଇ ପଞ୍ଚାନନ ବେହେରାଙ୍କ ୨୭ଟି ପ୍ଲଟ୍ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ପ୍ଲଟ୍ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ସେତିକି…

ପିଡିଏସ କେନ୍ଦ୍ରରେ ନବୀନ ସରକାରର ପୋଷ୍ଟର; ତେଜିଲା ରାଜନୀତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ ପକ୍ଷରୁ ସାଧାରଣ ବଣ୍ଟନ ଯୋଜନା (ପିଡିଏସ୍) କେନ୍ଦ୍ରରେ ଦଳୀୟ ପୋଷ୍ଟର ଓ ବ୍ୟାନର ବ୍ୟବହାର କରାଯାଉଥିବା ନେଇ ତେଜିଛି ରାଜନୀତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ବଣ୍ଟା…

ଦଳରେ କୋଣଠେସା ନେଇ ଚର୍ଚ୍ଚା ବେଳେ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ନିକଟରେ ଦଳୀୟ କାର୍ଯ୍ୟକ୍ରମରେ ଉପେକ୍ଷିତ ହୋଇଥିବା ନେଇ ପରୋକ୍ଷରେ କହିଥିବା କଟକ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହାପରେ ସେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବରେ ସାମିଲ…

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରେ ୬୦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି: ତାରା ବାହିନୀପତି

ଭୁବନେଶ୍ୱର: ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦଳର ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋକପାତ କରି ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୬୦ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଥିବା ଘୋଷଣା କରିଛନ୍ତି। କେବଳ ବିଜୟୀ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଦିଆଯିବ ଏବଂ…

‘କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ’

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ନିଶାମୁକ୍ତ ହେବ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ…

୨୦୨୪ରେ ଏହି ସବୁ ଫିଲ୍ମ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ

ମୁମ୍ବାଇ: ୨୦୨୪ରେ ଅନେକଗୁଡିଏ ଫିଲ୍ମ ରିଲିଜ ହେବାକୁ ଅଛି । ଭାରତୀୟ ଫିଲ୍ମ ମଧ୍ୟରେ କାହାକୁ ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆଇଏମଡିବି ତାର ସୂଚୀ ଜାରୀ କରିଛି । ଏହି ତାଲିକାରେ ଫାଇଟର ଶୀର୍ଷରେ ରହିଛି । ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ଏବଂ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ଡିଏନଏ ରିପୋର୍ଟରୁ ସ୍ପଷ୍ଟ, ତୃତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଏୟାର କଣ୍ଡିସନର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଛି। ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି। ପ୍ରଥମେ ପ୍ରାଣ ହରାଇଥିବା ବ୍ୟକ୍ତି ଜ୍ୟୋତି ଏବଂ…

୫ଟି ଅଧ୍ୟକ୍ଷଙ୍କ ଘୋଷଣା: ଅଙ୍ଗନବାଡ଼ି, ଆଶା କର୍ମୀ ଓ ରୋଷେୟାଙ୍କ ଦରମା ବୃଦ୍ଧି ହେବ

ନବରଙ୍ଗପୁର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ଜିଲ୍ଲାର ରାଇଘରଠାରେ ଆୟୋଜିତ ଆମ ଓଡ଼ିଶା ଆମ ନବୀନ…