Latest Odisha News

BREAKING NEWS

Browsing Category

ଫିଚର

ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ…

ନୂଆ ସଂସଦରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ: ‘ନୂଆ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ’

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ…

ତୃତୀୟ ବିବାହ ପରେ ମୁହଁ ଖୋଲିଲେ ଶୋଏବ

ଲାହୋର: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କଠାରୁ ଅଲଗା ହୋଇ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏହି ବିବାହ ନେଇ ଶୋଏବଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ଦିନ ଚୂପ ରହିବା ପରେ ସେ ଏ ନେଇ…

ମୟଙ୍କଙ୍କ ବିରୋଧରେ ରଚା ଯାଇଥିଲା କି ଷଡଯନ୍ତ୍ର, ପୋଲିସ କରିବ ତଦନ୍ତ

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିମାନରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସବୁ କିଛି ଠିକ ଠାକ ଥିବା ବେଳେ ସେ କାହିଁକି ହଠାତ ଅସୁସ୍ଥ ହୋଇ ପଡିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି…

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା, ଏହି ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ ପ୍ରବେଶ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ…

ବଜେଟ ପୂର୍ବରୁ ସରକାରଙ୍କ ବଡ ଉପହାର, ଶସ୍ତା ହେବ ମୋବାଇଲ୍ ଫୋନ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଶେଷ ବଜେଟ ଅଧିବେଶନ ଆସନ୍ତାକାଲି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ସାଧାରଣ ଜନତାଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ମୋବାଇଲ୍ ପାର୍ଟ୍ସର ଆମଦାନୀ ଶୁଳ୍କ ହ୍ରାସ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଆଜି ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସନ୍ଧ୍ୟାରେ ସମୟରେ ଭକ୍ତଙ୍କ ଲାଗି ୩ ଘଣ୍ଟା…

ଦେଶରେ ଅଛନ୍ତି ୭୧୮ ସ୍ନୋ ଲିଓପାର୍ଡ, ଲଦାଖରେ ସର୍ବାଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ଦ୍ୱାରା ସ୍ନୋ ଲିଓପାର୍ଡ ଗଣତି କରାଯାଇଛି । ଏହି ଗଣନାରେ ଦେଶରେ ୭୧୮ ସ୍ନୋ ଲିଓପାର୍ଡ ରହିଥିବା ଜଣାପଡିଛି । ଯାହାକୁ ନେଇ ପରିବେଶପ୍ରେମୀ ଓ ପଶୁପ୍ରେମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । କେନ୍ଦ୍ର ଜଳବାୟୁ ଜଙ୍ଗଲ ଓ ପରିବେଶ…

୧୯ ବର୍ଷରୁ କମ ବିଶ୍ୱକପ: ସୁପର ସିକ୍ସରେ ନ୍ୟୁଜିଲାଣ୍ଡକୁ ୨୧୪ ରନର ହରାଇଲା ଭାରତ

ବ୍ଲୋମଫୋର୍ଟନ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ସୁପର ସିକ୍ସ ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ଗ୍ରୁପ ୧ ମୁକାବିଲାରେ ଭାରତ ୨୧୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ୱିକେଟ ବିନିମୟରେ ୨୯୫ ରନ କରିଥିଲା । ମୁଶୀର ଖାଁ…

ରାଜ୍ୟପାଳ ରଘୁବର ଦାସ ଦେଖିବେ ଫିଲ୍ମ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର: ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ରାଜ୍ୟପାଳ ରଘୁବର ଦାସ ଏହି ସିନେମା ଦେଖିବେ । ଏଥିପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହ ପ୍ରିମିୟରରେ ଯୋଗ…