Latest Odisha News

BREAKING NEWS

Browsing Category

ଫିଚର

‘ଓଡ଼ିଶା ବାହାର ଲୋକଙ୍କ ଦ୍ବାରା ପରିଚାଳିତ’ କହି ବିଜେଡି ନେତୃତ୍ବକୁ କଟାକ୍ଷ କଲେ ନୂଆ କଂଗ୍ରେସ…

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଁଚିଛନ୍ତି। ନିର୍ବାଚନ ପୂର୍ବରୁ ନୂଆ ପ୍ରଭାରୀଙ୍କୁ ଉତ୍ସାହିତ ଥିବା ଦଳର ବରିଷ୍ଠ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶା ବାହାର ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ଲୋକମାନେ ଚାହୁଁଛନ୍ତି…

ହିଟ୍ ଆଣ୍ଡ ରନ ବିବାଦ: ଡ୍ରାଇଭରଙ୍କୁ ଆଶ୍ବସ୍ତି କରିବା ଭଳି ପ୍ରସ୍ତାବ ଦେଲା କେନ୍ଦ୍ରମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ହିଟ୍ ଆଣ୍ଡ ରନ୍ ବ୍ୟବସ୍ଥାକୁ ନେଇ ଟ୍ରକ୍, ବସ୍ ଓ ଟ୍ୟାକ୍ସି ଚାଳକଙ୍କ ଚିନ୍ତାଦୂର କରିବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ଦେଇଛି। ଯାହା ଡ୍ରାଇଭରଙ୍କୁ ବଡ଼ ଆଶ୍ୱସ୍ତି ଦେବ ବୋଲି ମନ୍ତ୍ରଣାଳୟ ହୃଦବୋଧ କରୁଛି। ଡ୍ରାଇଭର…

ହାଇଟେକ ହସ୍ପିଟାଲ ଟ୍ରାଜେଡି: ମୃତଦେହ ପରିଚୟ ଦ୍ବନ୍ଦ ଦୂର ପାଇଁ ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଜ୍ୟୋତି ଓ ଦିଲୀପଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ ଦ୍ବନ୍ଦ ଦେଖାଦେଇଛି । ଆଉ ସମସ୍ତ ଦ୍ବନ୍ଦ ଦୂର କରିବାକୁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍‌ ଅଧିକାରୀ । ପ୍ରଥମେ ଦିଲୀପ ସାମନ୍ତରାୟ ଙ୍କ ମୃତ୍ୟୁ…

ହାଇଟେକ ଟ୍ରାଜେଡି: ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଗଲା କହିଲା ହସ୍ପିଟାଲ

ଭୁବନେଶ୍ୱର: ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣା, ଆଖି ବୁଜିଲେ ଦିଲୀପ ସାମନ୍ତରାୟ। ହସ୍ପିଟାଲ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି। ଦୁର୍ଘଟଣା ପରେ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ହୋଇଥିବା ହାଇଟେକ ପକ୍ଷରୁ କୁହାଯାଇଥିଲା। ପରବର୍ତୀ ସମୟରେ ଯାହାକୁ ଜ୍ୟୋତି ବୋଲି କୁହାଯାଉଥିଲା ସେ…

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି 

 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର…

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ରାଉରକେଲାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଚିନ୍ତନ ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି…

ହାଇଜ୍ୟାକ୍ ଜାହାଜରୁ ୧୫ ଭାରତୀୟ ସୁରକ୍ଷିତ ଉଦ୍ଧାର 

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନୋର୍ଫୋକ୍’ ପଣ୍ୟବାହୀ ଜାହାଜ ହାଇଜ୍ୟାକ୍‌ ଘଟଣା । ଅପହୃତ ଜାହାଜରୁ ୧୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇରେ ଭାରତୀୟ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା…

ବିଏସଏଫ ଭ୍ଯାନ ଦୁର୍ଘଟଣାଗ୍ରସ୍ତ: ୧୫ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯିବାବେଳେ କୁମ୍ଭାରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୧୫ ଯବାନ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଯବାନ…

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଫଳକରେ ଭାରତ ବିରୋଧୀ ନାରା ଲେଖିଲେ ଖଲିସ୍ତାନୀ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନୀ ସମର୍ଥକମାନେ ହାୱାର୍ଡରେ ଥିବା ବିଜୟ ଶେରୱାଲୀ ମନ୍ଦିରରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ଶବ୍ଦ ଲେଖିବା ସହ…

ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବେ ଉତ୍ତର ପ୍ରଦେଶ ଜେଲରେ ଥିବା କଏଦୀ 

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। କେହି ଯେପରି ପ୍ରଭୁଙ୍କ ଆଶୀର୍ବାଦରୁ ବଞ୍ଚିତ ନ ହୁଅନ୍ତୁ ସେ ନେଇ ସବୁ ବ୍ୟବସ୍ଥା କରାଯାଇଛି। ତେବେ ଜେଲରେ ଥିବା କଏଦୀ ମଧ୍ୟ ପ୍ରଭୁଙ୍କ ଦର୍ଶନ…