Latest Odisha News

BREAKING NEWS

Browsing Category

ଫିଚର

ସମିତି ସଭ୍ୟା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ: ୩ ଥର ବିଧାୟିକା । ୨ ଥର ମନ୍ତ୍ରୀ । ଏବେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଯାହାକୁ ନେଇ ଏବେ ଢେଙ୍କାନାଳ ସହ ରାଜ୍ୟରେ ବି ଚର୍ଚ୍ଚା । ଗତକାଲି ଶେଷ ଦିନରେ ଅଞ୍ଜଳୀ ବେହେରା ଢେଙ୍କାନାଳ ଜିଲ୍ଲା…

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ…

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ

ମୁମ୍ବାଇ : ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ହାସଲ କରିଛି ରେକର୍ଡ ଲାଭ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ତିନି ମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି । କମ୍ପାନୀ ଏପର୍ଯ୍ୟନ୍ତ ସର୍ବାଧିକ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଶକ୍ତ ଝଟକା, ଇସ୍ତଫା ଦେଲେ ବହୁ ନେତା

ଭଦ୍ରକ : ପଞ୍ଚାୟତ ନିର୍ବଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟକା । ଆଜି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ, ଦଳ ଛାଡିଛନ୍ତି ନେତା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନେକ ନେତା । ଇସ୍ତଫା ଦେଇଥିବା ବିଜେପି ନେତାଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୩ ଥର ସଭାପତି,…

ସୁନ୍ଦରଗଡ଼ ସ୍କାନ୍ ଷ୍ଟିଲରେ ଅଘଟଣ, ଫର୍ଣ୍ଣେସ ବିସ୍ଫୋରଣରେ ୩ କର୍ମଚାରୀ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଗଙ୍ଗାଜଳ ଠାରେ ଥିବା ସ୍କାନ ଷ୍ଟିଲ କାରଖାନାରେ ଅଘଟଣ । ଫର୍ଣ୍ଣେସ ବିସ୍ଫୋରଣରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ବିଜେପି ଛାଡିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ବିଜେପି ଛାଡିଛନ୍ତି । ପାଣାଜୀରୁ ସେ ବିଜେପି ପକ୍ଷରୁ ଟିକେଟ ପାଇବେ ବୋଲି ଆଶା କରିଥିଲେ । ମାତ୍ର ଏହା ନ ମିଳିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସ୍ୱାଧୀନ ଭାବେ ଉକ୍ତ ଆସନରୁ ସେ ଲଢ଼ିବେ ।…

ସାଇ ଜାତୀୟ ସେଂଟରରେ ୩୧ ହକି ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଥିବା ସାଇ ଜାତୀୟ ସେଂଟରେ ପ୍ରଶିକ୍ଷଣ ନେଉଥିବା ୩୧ ହକି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିରେ ୧୫ ମହିଳା ଓ ୧୬ ପୁରୁଷ ଖେଳାଳି ସାମିଲ । ଏମାନଙ୍କ ବ୍ୟତୀତ ଜଣେ କୋଚ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୧୨୮ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଦକ୍ଷିଣ…

ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ସରିଲା ନାମାଙ୍କନ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଆଜି ଶେଷ ଦିନ ଥିବାରୁ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି କ୍ରମରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର…

ସଦିୟାଲା ଉତ୍ସବ: ମଶାଲ ଜଳାଇ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି ଗ୍ରାମବାସୀ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଶୁକ୍ରବାର ନିଆରା ଢ଼ଙ୍ଗରେ ସଦିୟାଲା ଉତ୍ସବ ପାଳିତ ହୋଇଛି । ଗଡସା ଘାଟି ଅଂଚଳରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ଘରୁ ଗୋଟିଏ ଲେଖାଁଏ ମଶାଲ ଧରି ଘରୁ ବାହାରିଥାନ୍ତି । ବାଟଯାକ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଗ୍ରାମଠାରୁ ଦୂରରେ ଥିବା…

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ…