Latest Odisha News

BREAKING NEWS

Browsing Category

ଫିଚର

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ…

ଚିରାଗ କହିଲେ ବିହାରରେ ହେବ ମଧ୍ୟବର୍ତୀକାଳୀନ ନିର୍ବାଚନ !

ପାଟନା: ବିହାରରେ ଖୁବ୍ ଶୀଘ୍ର ମଧ୍ୟବର୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ଏନଡିଏର ପୂର୍ବ ସହଯୋଗୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାସୱାନ ଆଜି ଭବିଷ୍ୟବାଣୀ କରିଛନ୍ତି । ଲିକ୍ୟୁର ବ୍ୟାନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ନୀତିଶ…

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ପୁଣି ନବୀନ ନମ୍ବର ଓ୍ୱାନ୍

ଭୁବନେଶ୍ୱର: ପୁଣି ନବୀନ ନମ୍ବର ଓ୍ୱାନ୍ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ୱୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୈତୃକ ସମ୍ପତିରେ ଝିଅଙ୍କ ରହିଛି ସମାନ ଅଧିକାର

ନୂଆଦିଲ୍ଲୀ:ମାନ୍ୟବର ସୁପ୍ରିମକୋର୍ଟ ପୈତୃକ ସମ୍ପତି ଉପରେ ଝିଅଙ୍କ ଅଧିକାର ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୈତୃକ ସମ୍ପତିରେ ଝିଅଙ୍କ ସମାନ ଅଧିକାର ରହିଛି । ଏହା ହିନ୍ଦୁ ପର୍ସନାଲ ଲ ଓ ହିନ୍ଦୁ ଉତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ୧୯୫୬ ପୂର୍ବରୁ ଯଦି ବି ବାପାଙ୍କ ମୃତ୍ୟୁ…

ସବୁ ମନେ ରହିବା ଅଭିଶାପ ପାଲଟିଛି ଏହି ମହିଳାଙ୍କ ପାଇଁ…

ବ୍ରିସବେନ: ଭଲ ସ୍ମରଣଶକ୍ତି ପାଇଁ ଆମେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଥାଏ । ମାତ୍ର ଅଷ୍ଟ୍ରେଲିଆର ୩୧ ବର୍ଷୀୟ ରେବେକା ଶାରାକା କିଛି ଭୁଲିବା ପାଇଁ ବିକଳ ହେଉଛନ୍ତି । ୨୦୦୪ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାଙ୍କର ମନେ ରହିଛି । କଣ ଖାଇଲେ, ପିନ୍ଧିଲେ ସବୁ କିଛି…

୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ: ପୁଣି ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ବିଶ୍ୱକପରେ ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦୁଇ ଟିମ୍ ଗ୍ରୁପ୍-ବିରେ ସ୍ଥାନ ପାଇଛନ୍ତି । ସାମନାକୁ ଆସିଛି ICC ଜାରି କରିଥିବା କ୍ରୀଡା ସୂଚୀ । ପୁଣି ଥରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ…

ପଞ୍ଚାୟତ ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ଏବେ ଉଷ୍ଣ । ନାମାଙ୍କନ ଦାଖଲର ଆଜି ଶେଷ ଦିନ । ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଆଜି ଶେଷ ଦିନ ହୋଇଥିବାରୁ ଅଧିକ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବେ । ଗତ ୧୭ ତାରିଖରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା…

ଆଜି ଦେଶରୁ ୩ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା କାୟା । ଅଢ଼େଇ ଲକ୍ଷ ତଳକୁ କମିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨୯ହଜାର ୭୨୨ ଅଧିକ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍ ୨୪ ଘଣ୍ଟାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଛି । ୨୪…

ରାଜ୍ୟରେ କମୁଛି କରୋନା କେସ୍: ଆଜି ୯୮୩୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୧୧ ହଜାରରୁ ଖସି ୧୦ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୬୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୩୪ । ୧୮ ବର୍ଷ ଭିତରେ ଆଉ ୯୭୨ ଜଣ…

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…