Latest Odisha News

BREAKING NEWS

Browsing Category

ଫିଚର

୩ ବର୍ଷ ପରେ ମୁକ୍ତ ହେଲେ ସାଉଦି ଆରବ ରାଜକୁମାରୀ, ଝିଅ

ରିୟାଦ: ୩ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ସାଉଦି ଆରବର ରାଜକୁମାରୀ ବାସମା ବିଂଟ ସାଉଦ ଏବଂ ତାଙ୍କ ଝିଅ ସୁହାଦ ଅଲ ଶରୀଫ । ୫୭ ବର୍ଷୀୟା ବାସମା ମହିଳାଙ୍କ ଅଧିକାର ଏବଂ ସାମ୍ବିଧାନିକ ଶାସନ ନେଇ ଲଢ଼ି ଆସୁଥିଲେ । ୨୦୧୯ରେ ସେ ନିଖୋଜ ହେବା ପରେ ତାଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ୨୦୨୦ରେ…

ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜାମ୍ମୁ ଓ କାଶ୍ମୀର : ଉତ୍ତର ଭାରତରେ ବରଫ ବିପତ୍ତି । ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ତାପମାତ୍ରା ବ୍ୟାପକ ହ୍ରାସ ପାଇବା ସହ ତୁଷାରପାତ ଜାରି ରହିଛି । ବିଭିନ୍ନ ସ୍ଥାନରେ ବରଫ ଧସିବା ଦେଖିବାକୁ ମିଳୁଛି । ପ୍ରବଳ ତୁଷାରପାତକୁ ନେଇ କାଶ୍ମୀରରେ ରେଡ ଆଲର୍ଟ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ । ମହାରାଷ୍ଟ୍ରର ପୁଣେସ୍ଥିତ ଏମଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଦାନ…

ବନ୍ଦ ହେବ ତୁର୍କମେନିସ୍ତାନର ନର୍କର ଦ୍ୱାର !

ଅଶଗବାତ: ତୁର୍କମେନିସ୍ତାନର ପ୍ରମୁଖ ସ୍ଥାନ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ଗେଟ୍ସ ଅଫ ହେଲ(ନର୍କର ଦ୍ୱାର)କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପ୍ରାକୃତିକ ଗ୍ୟାସ କ୍ରେଟର ଅସ୍ତିତ୍ୱ ଏଥର ସମାପ୍ତ ହେବ । ରାଜଧାନୀ ଅଶବବାତଠାରୁ ୧୬୦ ମାଇଲ ଦୂରରେ ଥିବା…

ଆରବ ସାଗରର ଭାରତୀୟ ସୀମାରେ ଧରାପଡିଲେ ୧୦ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ ସଫଳତା ମିଳିଛି । ଆରବସାଗରେ ଗସ୍ତ କରୁଥିବା ଭାରତୀୟ ଜାହଜ ଅଙ୍କିତ ଶନିବାର ରାତିରେ ଏକ ନୌକା ସମେତ ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛି । ଭାରତୀୟ ଜଳକ୍ଷେତ୍ରରେ ନୌକାଟି ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ…

ୱ, ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବେ କୋହଲି

କେପଟାଉନ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁୟାରୀରୁ କେପଟାଉନରେ ଖେଳାଯିବ । ଏହି ମ୍ୟାଚରେ ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି । ଏହି ମ୍ୟାଚରେ କୋହଲି ଆଉ ୧୪ ରନ ସଂଗ୍ରହ କଲେ ଦ୍ରାବିଡଙ୍କୁ ଅତିକ୍ରମ କରିବେ । ଦକ୍ଷିଣ…

ଭୁୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ । ବିଏମସି ପକ୍ଷରୁ ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନର ଏହି ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । କଣ୍ଟେନମେଣ୍ଟ…

ଘରୋଇ ଇଞ୍ଜିନିୟରିଂ କଲେଜରୁ ୪୬ ଛାତ୍ର କରୋନା ପଜିଟିଭ୍

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ବିସ୍ଫୋରଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକାଥରକେ ୪୬ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୩ଶହ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ…

୮ଜଣ ଓମିକ୍ରନ ଆକ୍ରାନ୍ତଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଆଉ ୧୪ଜଣ ଓମିକ୍ରନ ଚିହ୍ନଟ ହୋଇଥିଲେ । ଏହି ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି । ୬ଜଣ ସ୍ଥାନୀୟ କେସର ବାହାରିଛନ୍ତି । ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

SCB ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀଙ୍କୁ କରୋନା

କଟକ: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ପଶିଲା କରୋନା । ୨୮ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ…