Latest Odisha News

BREAKING NEWS

Browsing Category

ଫିଚର

ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ…

କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା: ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୀତ ଦିନେ କୁହୁଡି ଏକ ମୁଖ୍ୟ ସମସ୍ୟା । କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଏ ଓ ଦୁର୍ଘଟଣା ଘଟିଥାଏ । କୁହୁଡି ଯୋଗୁଁ ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ସଡକ…

୨୦୨୪ରେ ଭାରତୀୟ କ୍ରିକେଟ ଟିମର ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ଅଳ୍ପକେ ଦିିନିକିଆ ବିଶ୍ୱକପ ହାତଛଡା କରିଥିବା ଭାରତ ଏଥର ଟି୨୦ ବିଶ୍ୱକପ ନିଶ୍ଚିତ ଭାବେ ଜିତିବା ପାଇଁ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ.. । ୨୦୨୪ରେ ଭାରତ ଚଳିତ ଦକ୍ଷିଣ…

୨୦୨୪ରେ କିମଙ୍କ ମାଷ୍ଟର ପ୍ଲାନ: ଆଉ ୩ଟି ‘ସ୍ପାଇ ସାଟେଲାଇଟ୍’ ଛାଡ଼ିବା ସହ ଓ ଆଣବିକ ଶକ୍ତି ବୃଦ୍ଧି କରିବ ନର୍ଥ କୋରିଆ 

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ୨୦୨୪ ପାଇଁ ତାଙ୍କର ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି। କିମ୍ ନୂଆ ବର୍ଷରେ ଆହୁରି ୩ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଉତ୍ତର କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ…

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା…

ଇଟାଲୀର ରହସ୍ୟମୟ ଆଇସଲାଣ୍ଡ..ଯିଏ ଏହାକୁ କିଣିଲା ସେ ଚାଲିଗଲା ଆରପାରିକୁ

ଇଟାଲୀକୁ ବୁଲିଯିବାକୁ କିଏ ବା ଭଲ ନ ପାଏ । ଏଠାରେ ଏପରି ସ୍ଥାନ ଅଛି ଯାହାକି ସ୍ୱର୍ଗ ସହିତ ମଧ୍ୟ ତୁଳନା କରାଯାଏ । ତେବେ ଏଠାରେ ଏପରି ଏକ ଦ୍ୱୀପ ଅଛି ଯାହାକୁ ନେଇ ରହିଛି ରହସ୍ୟମୟ କାହାଣୀ । ଏହି ଦ୍ୱୀପ ଅଶୁଭ । ଏହାକୁ ଯିଏ କିଣିଛି ସେ ଆରପାରିକୁ ଯାଇଛି କିମ୍ବା ତାର ପରିବାର ବର୍ବାଦ ହୋଇ…

ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ 

ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ୧୫ ଟନ୍ ବାଲିରେ ସେ ଗଢ଼ିଛନ୍ତି ସୁନ୍ଦର ବାଲୁକା କଳା। ଯାହାକୁ…

ଜାନୁଆରୀ ୧ରେ କାହିଁକି ପାଳନ କରାଯାଏ ନୂଆବର୍ଷ? 

ନୂଆଦିଲ୍ଲୀ: ଆଜି ରାତି ୧୨ଟା ପରେ ସମଗ୍ର ବିଶ୍ୱରେ ଆରମ୍ଭ ହେବ ନୂଆବର୍ଷ । ସମସ୍ତେ ରାତି ୧୨ଟା ପରେ ନୂଆବର୍ଷକୁ ଧୁମଧାମରେ ପାଳନ କରିବେ । ହେଲେ ଜାନୁଆରୀ ୧କୁ କାହିଁକି ନୂଆବର୍ଷ ଭାବେ ପାଳନ କରାଯାଏ? ଏହି ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। ଏହା ପଛରେ ରହିଛି ଏକ ବିଶେଷ କାରଣ। ଆଜି କି…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ଥିବା ନିର୍ମାଲ୍ୟ ଖଳାରେ ଠିଆ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ଜଣାପଡ଼ିବା ପରେ ବିଭିନ୍ନ…

ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ । ଆଜି ସକାଳୁ ତନ୍ମୟ ଘରୁ ବାହାରି…