Latest Odisha News

BREAKING NEWS

Browsing Category

ଫିଚର

କୋହଲିଙ୍କ ଫିଟନେସ୍ ରାଜ୍ : ଜାଣନ୍ତୁ ଡାଏଟ୍, ୱାର୍କ ଆଉଟ୍ ଓ ଫିଟନେସ୍ ଟିପ୍ସ

ନୂଆଦିଲ୍ଲୀ : ଯେତେବେଳେ ଫିଟନେସ୍ର କଥା ଆସେ  । ଆଗେ ମନକୁ ଆସେ କ୍ରିକେଟର ମାନଙ୍କ କଥା  । ସବୁ କ୍ରିକେଟରଙ୍କ ମଧ୍ୟରୁ ନିଆରା ଅନ୍ଦାଜର ମଣିଷ ହେଉଛନ୍ତି ବିରାଟ କୋହଲି  । ଫିଟ୍‌‌ନେସର ଆଇକନ୍‌‌ ଭାବେ କୋହଲି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସମୟରେ ବିରାଟ…

ସାବଧାନ୍ ! ବୁଲୁଛନ୍ତି ଜିନ୍ସ , ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ  । ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…

ଇତିହାସ ପାଲଟିଲା ଧାରା ୩୭୦: ୪ବର୍ଷ, ୪ମାସ, ୬ ଦିନ ତଳେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବାଜିଲା ‘ସୁପ୍ରିମ’ ମୋହର

ନୂଆଦିଲ୍ଲୀ: ଆଜିଠୁ ଇତିହାସ ପାଲଟିବ ଧାରା ୩୭୦ । ଆଜକୁ  ୪ବର୍ଷ, ୪ମାସ ଏବଂ ୬ ଦିନ ତଳେ ମୋଦି ସରକାର ନେଇଥିବା ନିଷ୍ପତ୍ତି ଉପରେ ବାଜିଛି ସୁପ୍ରିମ ମୋହର ।  ସେତିକି ନୁହେଁ, ରାଜ୍ୟକୁ ଦୁଇ ଭାଗରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ବାଣ୍ଟିବା ଏବଂ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା…

୧୦ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ, ରାଜ୍ୟ ପୁନର୍ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କୁ ମଧ୍ୟ ସେପ୍ଟେମ୍ବର ୩୦, ୨୦୨୪ ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ମେହବୁବା ମୁଫ୍ତି ଓ ଓମାର ଅବଦୁଲା ଗୃହବନ୍ଦୀ: ଅଭିଯୋଗକୁ ଖଣ୍ଡନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ନୂଆଦିଲ୍ଳୀ:ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆଜି ଚାଲିଥିବାବେଳେ ଏପଟେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫ୍ତିଙ୍କୁ ସୋମବର ନଜରବନ୍ଦୀ କରି ରଖାଯାଇଛି ।…

ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଭେଦଭାବ ନାହିଁ ବା କୌଣସି ଖରାପ ଉଦ୍ଦେଶ୍ୟ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏନ. ଭି. ରମନ୍ନାଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଧାରା ୩୭୦…

ଆନ୍ଧ୍ରପ୍ରଦେଶରୁ ଫେରିବା ବାଟରେ ଦୁଇ ନାବାଳକଙ୍କ ମୃତ୍ୟୁ, ମାକପଦରେ ଶୋକର ଛାୟା

ରାୟଗଡା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସି-ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟରୁ କାମ ସାରି ଘରକୁ ଫେରିବା ବେଳେ ଦୁଇ ନାବାଳକ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ୱର ମାଝୀଙ୍କ ମୃତ୍ୟୁ ପରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାକପଦର ଗାଁରେ ଶୋକର ଛାୟା ଖେଳିଯାଇଛି। ଦୁଇ ଭାଇ ଫେରିବା ବାଟରେ ଏହି…

ରାଜନୀତିରେ ଏଣ୍ଟ୍ରି କରିବା ନେଇ କ’ଣ କହିଲେ ପରିଣୀତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା । ଚଳିତ ବର୍ଷ ସେପ୍ଟେମ୍ବରରେ ରାଜନେତା ରାଘବ ଚଢାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଦୁହିଁଙ୍କ ଜୋଡି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସେମାନଙ୍କର…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ଝିଅ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ଝିଅ ସୀରତ କୌର ମାନ ଏକ ଭିଡିଓ ଜାରି କରି ତାଙ୍କ ବାପାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଭିଡିଓରେ ସୀରତ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ମାନ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଅଣଦେଖା…