Latest Odisha News

BREAKING NEWS

Browsing Category

ଫିଚର

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…

ଆଜିଠୁ ରାଜସ୍ଥାନରେ ଭଜନ୍ ରାଜ୍ : ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ

ନୂଆଦିଲ୍ଲୀ : ରାଜସ୍ଥାନରେ ଭଜନ୍ ରାଜ୍  । ଆଜିଠୁ ଆରମ୍ଭ ହୋଇଛି ଭଜନରାଜ୍ ସରକାର  । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା  । ଜୟପୁରର ରାମ ନିବାସ ବାଗରେ ଶପଥ ସମାରୋହ ଆୟୋଜିତ ହୋଇଛି  ।  ରାଜ୍ୟପାଳ କଲରାଜ୍ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି ।…

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ…

ଧୋନୀଙ୍କ ପରେ ତାଙ୍କ ଜର୍ସିକୁ ମଧ୍ୟ ଦିଆଯାଇଛି ଅବସର

ରାଂଚୀ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ମହେନ୍ଦ୍ର ସିଂ ଧୋନୀ ଅବସର ନେଇ ସାରିଛନ୍ତି । ଏବେ ତାଙ୍କ ସମ୍ମାନ ପାଇଁ ଧୋନୀଙ୍କ ୭ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି । ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି । ଫଳରେ ଭାରତର ଅନ୍ୟ ଖେଳାଳିମାନେ ଏହି ନମ୍ବର ଥିବା…

୧୦ ଡିଗ୍ରୀ ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି  । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି  । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍ କରୁଛି ତ ଆଉ କିଏ ନିଆଁ ପୋଇଁ ହେଉଛି…

ଫୁଡ୍ ସହ ମିଳିବ ହୋଟେଲ୍ ଷ୍ଟେ! ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ : ଶୀତଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଲୋକ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଭଲ ପାଆନ୍ତି  । କେହି କେହି ଭାରତରେ ବୁଲିବାକୁ ପସନ୍ଦ କରନ୍ତି ତ ଆଉ କେହି କେହି ବିଦେଶ ଯାତ୍ରା କରନ୍ତି  । ବ୍ୟାଙ୍କକକ୍ , ଥାଇଲାଣ୍ଡ ଏବଂ ମାଲଦ୍ବିପ୍ ପରି ଦେଶ ଲୋକଙ୍କର ପ୍ରିୟ…

ପୋଲିସ-ମାଓବାଦୀ ମୁହାଁମୁହିଁ : ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ,…

ଚୁଟକୀରେ ଦୂର ହେବ ଥଣ୍ଡା, କାଶ

ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ…