Latest Odisha News

BREAKING NEWS

Browsing Category

ଫିଚର

କର୍ମଚାରୀଙ୍କ ପ୍ରତି କମ୍ପାନୀର ଲୋଭନୀୟ ଅଫର, ମାସକରେ ୫୦କିମି ଦୌଡିଲେ ପାଇବ ଅତିରିକ୍ତ ଦରମା

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ବେଶ ଚର୍ଚ୍ଚା ସାଁଉଟିଛି । କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଠାକାର କେତେକ କମ୍ପାନୀ ଲୋଭନୀୟ ଅଫର ରଖିଛନ୍ତି । ଯଦି ଜଣେ କର୍ମଚାରୀ ମାସକୁ ୫୦ କିମି ଦୌଡିବ ତେବେ ଏକ ମାସର ଅତିରିକ୍ତ ଦରମା ପାଇବେ । ସେହିପରି ୪୦ କିମି ପ୍ରତି ୬୦…

ଜେଲରେ ଥିବା ଇମ୍ରାନ ଖାଁ ଏଆଇ ମାଧ୍ୟମରେ ଦେଲେ ଭାଷଣ

ଲାହୋର: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ୧୩୬ ଦିନ ହେବ ଜେଲରେ ଅଛନ୍ତି । ତାଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନ୍ସାଫକୁ ର‌୍ୟାଲୀ କରିବା ପାଇଁ ଅନୁମତି ମିଳୁ ନାହିଁ । ଏହା ସତ୍ୱେ ଇମ୍ରାନ ଡିସେମ୍ବର ୧୭ରେ ଭାଷଣ ଦେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ଟିମ…

ଆଇପିଏଲ ଇତିହାସର ୫ ଦାମୀ ଖେଳାଳି, ଜଣେ ବି ଭାରତୀୟ ନାହାନ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ନିଲାମରେ ବାଜି ମାରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କ୍ରୟ କରିଛି । ସେ ଏଥିସହ ସମଗ୍ର ଆଇପିଏଲ ଇତିହାସରେ ମଧ୍ୟ ଦାମୀ ଖେଳାଳି ପାଲଟିଛନ୍ତି । ଆଇପିଏଲ ଇତିହାସର ଦାମୀ ଖେଳାଳିଙ୍କ ତାଲିକାରେ ଭାରତରେ କେହି…

କ୍ରମାଗତ ଭୂମିକମ୍ପ ପରେ ଆଇସଲାଣ୍ଡର ଗ୍ରେଣ୍ଡାୱିକରେ ଆଗ୍ନେୟଗିରି ଉଦଗୀରଣ

ଗ୍ରେଣ୍ଡାୱିକ: କିଛି ଦିନ ହେବ କ୍ରମାଗତ ଭୂକମ୍ପନ ପରେ ଏବେ ଗ୍ରେଣ୍ଡାୱିକରେ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହେବାରେ ଲାଗିଛି । ଏହାର ଭୂମି ଫାଟିଯିବା ଫଳରେ ରାସ୍ତା ସବୁ ଫାଟିବାରେ ଲାଗିଛି । ଆଇସଲାଣ୍ଡ ରାଜଧାନୀ ରେକ୍ୱାୱିକଠାରୁ ଏହା ୪୦ କିଲୋମିଟର ଦୂରରେ ଘଟିଛି । ୧୦୦ରୁ ୨୦୦ ସ୍କ୍ୱାୟର…

ଟିଏମସି ସାଂସଦଙ୍କ ମିମିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ; ନାଁ ନ ନେଇ ରାହୁଲଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି ।…

ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତନୁଜା  । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’  । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।…

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଆଇପିଏଲ ଖେଳାଳୀ । ଦୁବାଇରେ କୋଟି କୋଟି ଟଙ୍କାରେ ଖେଳାଳିଙ୍କର ଆଜି ନିଲାମ ହୋଇଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨…

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ…

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ…

ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ରହିଛି । ସେପଟେ ରାଉରକେଲା ଝାଡାବାନ୍ତିରେ ମୃତ୍ୟୁ ପଛରେ ହଇଜା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି । ହଇଜା ଜୀବାଣୁ ଚିହ୍ନଟ…