Latest Odisha News

BREAKING NEWS

Browsing Category

ଫିଚର

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ…

କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୨୦୮/୮

ସେଂଚୁରିଆନ: କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ବିନିମୟରେ ୨୦୮ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୫୯ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ବାକି ୪ ଦିନ ୯୮ ଓଭର ଖେଳାଯିବ । ଟସ ଜିତି…

ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଫେରାଇବେ ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ସମ୍ମାନ ଫେରାଇବେ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଉଛି । ଏହି ଅବସ୍ଥାରେ ମୋତେ ପଂହଚାଇଥିବାରୁ କ୍ଷମତାଶାଳୀଙ୍କୁ…

ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ…

ପୁଅର ଜନ୍ମ ଦିନରେ ଭାବପ୍ରବଣ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ପୁଅ ଜୋରାଭରର ଜନ୍ମ ଦିନରେ ଭାବପ୍ରବଣ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଧାୱନ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତୁମକୁ ବର୍ଷେ ହେବ ମୁଁ ଦେଖି ନାହିଁ । ୩ମାସ ହେବ ସମସ୍ତ ସ୍ଥାନରେ ମୋତେ ବ୍ଲକ କରି ଦିଆଯାଇଛି । ତୁମକୁ ଜନ୍ମ ଦିନର ଶୁଭେଚ୍ଛା…

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର: ଭିଜିଲାନ୍ସ ଜାଲରେ ଇଡ୍‌କୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଚାଲିଛି । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ…

କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ  । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ  । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍  ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଲଢିବାକୁ ଆହ୍ବାନ…

ତଳମୁହାଁ ହେଉଛି ଶୀତ ପ୍ରକୋପ : ଆଜି ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର  । ସେହିପରି  ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ…

ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବା ଦେଖି ବିବାହ ବାତିଲ କଲେ ବରପକ୍ଷ

ହାଇଦ୍ରାବାଦ: ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବାରୁ ବରପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ୍ ଅସ୍ଥିମଜ୍ଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବରଯାତ୍ରୀଙ୍କ ଖାଇବା ଥାଳିରେ ମଟନ୍ ଅସ୍ଥିମଜ୍ଜା ନମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି।…

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ…