Latest Odisha News

BREAKING NEWS

Browsing Category

ଫିଚର

ସୀମା ହାଇଦର ପିଲାଙ୍କୁ ହିନ୍ଦୁ କରିବାକୁ କରୁଛନ୍ତି ଷଡଯନ୍ତ୍ର ! ଅଭିଯୋଗ ଆଣିଲେ ସ୍ୱାମୀ ଗୁଲାମ

ଇସଲାମାବାଦ: ସୀମା ହାଇଦରଙ୍କୁ ନେଇ ପୁଣି ଏକ ନୂଆ କଥା ସାମନାକୁ ଆସିଛି। ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବାକୁ ଏକ ଷଡଯନ୍ତ୍ର କରାଯାଇଛି। ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ସେ ପାକିସ୍ତାନ…

ରାହୁଲଙ୍କ ଫୋନ ପାଇବା ପରେ ମେଣ୍ଟ ବୈଠକକୁ ନ ଆସିବାର କାରଣ କହିଲେ ମମତା

ନୂଆଦିଲ୍ଲୀ: ମେଣ୍ଟରେ ଫାଟ ଜଳ ଜଳ ଦିଶିଲାଣି । ଏକ ହେଉଛନ୍ତି ବିରୋଧୀ ହେଲେ କଂଗ୍ରେସ ଉପରେ ଭରସା କରିପାରୁ ନାହାନ୍ତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆସ୍ଥା ହରାଇଲେଣି କି ମେଣ୍ଟ ସଦସ୍ୟ ? କାହିଁକି ମେଣ୍ଟ ବୈଠକକୁ ଆସିବା ପାଇଁ ମନା କରିଦେଲେ ?  ମେଣ୍ଟ ବୈଠକ ତାରିଖ…

୧୩ରେ ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

ନୂଆଦିଲ୍ଲୀ: ହତ୍ୟା ଷଡ଼ଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ । ଭାରତକୁ ପୁଣି ଧମକ ଦେଇଛି ପନ୍ନୁ । ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ।ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ତେବେ ଡେସେମ୍ବର ୧୩ରେ…

ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା : ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ ମଣିଷ ଲଢେଇ  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି  । ତ କେତେବେଳେ ହାତୀର ଜୀବନ ଯାଉଛି । ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ । ସେ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ…

କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ: ଆତଙ୍କବାଦ ବିରୋଧରେ ଲଢିଥିଲେ କାଶ୍ମୀର ପଣ୍ଡିତ ବିସ୍ଥାପିତ ହୋଇ ନ ଥାନ୍ତେ

ନୂଆଦିଲ୍ଲୀ:ଜମ୍ମୁକଶ୍ମୀର ପୁନର୍ଗଠନ ଏବଂ ସଂରକ୍ଷଣ ବିଲ ଉପରେ ଲୋକସଭାରେ ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ସାହ  ଜବାବ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଶାହ କହିଛନ୍ତି, ଯେଉଁମାନେ୭୦ ବର୍ଷ ଧରି ଅବହେଳିତ ହୋଇ ପଡିଛନ୍ତି ଏବଂ ଯେଉଁମାନଙ୍କୁ ଅପମାନିତ କରାଯାଇଛି ସେହିମାନଙ୍କୁ…

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ବିଧାନସଭା ନିର୍ବାଚନ ଜିତିବା ପରେ ଇସ୍ତଫା ଦେଲେ ୧୨ ସାଂସଦ

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ସାରିଛି । ଯେଉଁ ସାଂସଦମାନେ ବିଧାନସଭା ନିର୍ବାଚନରେ ଜିତିଛନ୍ତି ସେମାନେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ବିଜେପି ସାଂସଦ । ଆଜି ଏହି ୧୨ ଜଣ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।…

ଗୋଟିଏ ଦିନରେ ଆଜି ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍…

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା: କୋହଲା ପାଗକୁ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ…

ଗୋଗାମେଡି ହତ୍ୟାକାଣ୍ଡ ଅଭିଯୁକ୍ତ ଜଣେ ଆର୍ମି ଯବାନ: ବାହାଘର କାର୍ଡ ଦେବା ନାଁରେ ଘରେ ପଶି କରିଥିଲେ ହତ୍ୟା

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର  ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ…