Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ…

ଆଗ୍ରେସିଭ ମୁଡରେ ଲଢିବୁ, ଲଢେଇ ଜୋରଦାର ହେବ-ମନମୋହନ ସାମଲ

ଭୁବନେଶ୍ବର: ଦେଶର ବିକାଶ ଆଗେଇବ । ସେ ବିକାଶ ସହିତ ଓଡ଼ିଶା ପାଦ ମିଳାଇ ଚାଲିବ । ଓଡିଶା ରାଜନୀତିରେ ୟୁ ଟର୍ଣ୍ଣ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଯେପରି ଅକୁଣ୍ଠ ଚିତ୍ତରେ ଭୋଟ ଦେଇ ବିଜେପିକୁ ଦେଲେ ଓଡ଼ିଶାରେ ମଧ୍ୟ ସେମିତି ହେବ । ବିଜେଡି ଯେତେ କହିଲେ ବି ଆଗାମୀ…

ତାଣ୍ଡବ ରଚିଲା ମିଗଜୋମ: ପାଣିରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

ଚେନ୍ନାଇ: ତାଣ୍ଡବ ରଚିଲା ମିଗଜୋମ । ବିଶେଷକରି ଚେନ୍ନାଇର ଅବସ୍ଥା ବେହାଲ କରି ଦେଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ  ଆରମ୍ଭ  ହୋଇଯାଇଛି । ରାସ୍ତା ଉପରେ ପାଣିରୁ ସୁଅ । ପାଣିର ସୁଆ ଏତେ ପ୍ରଖର ହୋଇଛି ଯେ, ରାସ୍ତା ଉପରେ କାର ଭାସୁଥିବା ଦେଖିବାକୁ ମିଳିଛି ।…

ଶୀତକାଳୀନ ଅଧିବେଶ ପୂର୍ବରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ ହାରିବାର କ୍ଷୋଭ ସଂସଦରେ ବାହାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ  । ଅଧିବେଶନ ଆରମ୍ଭରୁ ମିଡିଆକୁ ଏକ ସାକ୍ଷାତ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିଶେଷ କରି ବିରୋଧୀଙ୍କ ଉଦ୍ଦେଶ୍ୟରେ…

ମିଜୋରାମ ବିଧାନସଭା ନିର୍ବାଚନ: ଜବରଦସ୍ତ ଆଗଉଛି ଜେଡପିଏମ, ୩ ନମ୍ବରରେ କଂଗ୍ରେସ

ଆଇଜଲ:ମିଜୋରାମରେ ଚାଲିଛି ଭୋଟ ଗଣତି । ଗଣତି ଆରମ୍ଭରେ ଜୋରମ ପିପୁଲ୍ସ ପାର୍ଟି ଯଥେଷ୍ଟ ଆଗରେ ଥିବା ଦେଖିବାକୁ ମିଳୁଛି । କ୍ଷମତାରେ ଥିବା ମିଜୋ ନାଶନାଲ ଫ୍ରଣ୍ଟ ଯଥେଷ୍ଟ ପଛରେ ପଡି ଯାଇଛି । ଏଠାରେ କଂଗ୍ରେସ ତିନି ନମ୍ବରରେ ଅଛି । ଚାରି ରାଜ୍ୟର ଭୋଟ ଗଣତି ଗତକାଲି ଶେଷ…

ପରାଜୟ ସ୍ୱୀକାର କଲେ ଭୂପେଶ ବଘେଲ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଯାଇଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ତିନୋଟି ରାଜ୍ୟରେ ବିଜେପି ବିଜୟ ପତାକା ଉଠାଇଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ପିନ୍ଧିଛି ବିଜୟ ମୁକୁଟ । ଏଠାରେ କଂଗ୍ରେସ କେସିଆରଙ୍କ ବିଆରଏସକୁ ହରାଇ କଂଗ୍ରେସ ୬୭ ଆସନରେ ଜିତିଥିବାବେଳେ ବିଆରଏସ ୩୯ ଆସନରେ ଜିତିଛି…

ତେଲେଙ୍ଗାନା: ବିଜୟୀ ଦଳର କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହରାଇ ଚର୍ଟ୍ଟାରେ ଏହି…

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ସାମଗ୍ରିକ ବିଜୟ ସତ୍ତ୍ୱେ କାମାରେଡ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର କଟିପଲ୍ଲୀ ଭେଙ୍କଟ ରାମନ୍ନା ରେଡ୍ଡୀ ଆଶ୍ଚର୍ଯ୍ୟଜନକ ଭାବେ ବିଜୟୀ ହୋଇଛନ୍ତି। ଏହି ଅପ୍ରତ୍ୟାଶିତ ବିଜୟ ରାଜ୍ୟର ରାଜନୈତିକ ମହଲକୁ ସରଗରମ କରିଛି। କାରଣ…

ଏକମାତ୍ର ଓଡ଼ିଆ ଭାବେ ଛତିଶଗଡ଼ ବିଧାନସଭାକୁ ପୁରନ୍ଦର ମିଶ୍ର ନିର୍ବାଚିତ

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ ଜୁନେଜା ଙ୍କୁ ୨୩ହଜାର…

ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଫେରୁଥିବା ଦେଖି ଶୀର୍ଷ ନେତାଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଲା

ହାଇଦ୍ରାବାଦ: ନିର୍ବାଚନ ଆଚରଣ ବିଧି ଓ ଆନୁସଙ୍ଗିକ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ନିର୍ବାଚନ କମିଶନ ତେଲେଙ୍ଗାନା ପୁଲିସ ଡିଜି ଅଞ୍ଜନୀ କୁମାରଙ୍କୁ ନିଲମ୍ବିତ କରିଛନ୍ତି। ରାଜ୍ୟରେ ଚାଲିଥିବା ବିଧାନସଭା ସମୟରେ କୁମାର କଂଗ୍ରେସ ନେତା ଅନୁମୁଲା ରେବନ୍ତ ରେଡ୍ଡୀଙ୍କୁ ଭେଟିଥିବା ଅଭିଯୋଗ…