Latest Odisha News

BREAKING NEWS

Browsing Category

ଫିଚର

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ…

ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ବିଏମସିର ତାଲିକା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ସରକାର । ଏଥିରେ ସମସ୍ତ ବର୍ଗଙ୍କୁ ଟିକାକରଣରେ ସାମିଲ କରିବାକୁ ଜାରି ରହିଛି ଅଭିଯାନ । ହେଲେ ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ସ୍ବତନ୍ତ୍ର ପ୍ରୟାସ ଜାରି ରଖିଛି ବିଏମସି । ତାଲିକାଭୁକ୍ତ ହୋଇଥିବା…

ୟୁରୋ କପ ଫୁଟବଲ: କ୍ରୋଏସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ରବିବାର ୱେମ୍ବଲିଂରେ ଖେଳାଯାଇଥିବା ଏକ ରୋମାଂଚପୂର୍ଣ୍ଣ ମୁକାବିଲାରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇ ଇଂଲଣ୍ଡ ତାର ଅଭିଯାନ ଆରମ୍ଭ କରିଛି । ଫିଫା ୨୦୧୮ ବିଶ୍ୱକପ ଫାଇନାଲିଷ୍ଟ କ୍ରୋଏସିଆ ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲେ…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

ଓଏସଏମସିଏଲକୁ ୧୦୦ ଅକ୍ସିଜେନ କନସେଣ୍ଟ୍ରେଟର ଦେଲା MGM ଗ୍ରୀନ୍ ଏନର୍ଜି

ଭୁବନେଶ୍ୱର: MGM ଗ୍ରୀନ୍ ଏନର୍ଜି ଲିମିଟେଡ୍ ନିଜର ଜନ ସ୍ବାର୍ଥ ଅଭିଯାନ ଅଧିନରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) କୁ ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛି। ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏବଂ MD OSMCL ୟାମିନୀ…

ଫ୍ରେଂଚ ଓପନ ଟେନିସ: ୨ ଦିନରେ ୨ ଟାଇଟଲ ଜିତିଲେ କ୍ରେଜିକୋଭା

ପ୍ୟାରିସ: ଚେକ୍ ଗଣରାଜ୍ୟର ବାରବୋରା କ୍ରେଜିକୋଭା ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ୨ ଦିନରେ ୨ଟି ଟାଇଟଲ ଜିତିଛନ୍ତି । ୨୦୦୦ରେ ମ୍ୟାରୀ ପିୟର୍ସଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇବା ପରେ ରବିବାର ଡବଲ୍ସ ମୁକାବିଲା ଫାଇନାଲରେ ନିଜ ଦେଶର…

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାରିପଦାରେ ଦୁଇଟି ଔଷଧ ଦୋକାନରେ ଚଢ଼ାଉ, ନକଲି ଔଷଧ ଜବତ

ମୟୂରଭଞ୍ଜ : କଟକରୁ ନକଲି କରୋନା ଔଷଧ ଜବତ ହେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଇଛି । ଏହି କ୍ରମରେ ଆଜି ବାରିପଦାର ଦୁଇଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ମୟୂରଭଞ୍ଜ ଡ୍ରଗ୍ସ ଇନ୍ସପେକ୍ଟର ରୁଦ୍ର ନାରାୟଣ ସାହୁଙ୍କ ନେତୃତ୍ବରେ ବାରିପଦାର ଲାଲ ବଜାରରେ ଥିବା…

ଆଉ ନାହାନ୍ତି ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ

ଆଇଜୋଲ: ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ ଜିଓନ ଚାନାଙ୍କ ଆଜି ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୩୮ ପତ୍ନୀ ଏବଂ ୮୯ ପିଲାଙ୍କୁ ନେଇ ଜିଓନ ତାଙ୍କ ସଂସାର ସୁରୁଖୁରୁରେ ଚଳାଇ ଥିଲେ । ତାଙ୍କ ଯୋଗୁ ବକଟାବଂଗ ତଲଙ୍ଗନୁମ ଗ୍ରାମକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ତାଙ୍କ ମୃତ୍ୟୁରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍, ନକଲି ଔଷଧ କାରବାରକୁ କରାଯିବନି ବରଦାସ୍ତ

ଭୁବନେଶ୍ବର : ରାଜ୍ୟରେ ନକଲି କରୋନା ଔଷଧ କାରବାରକୁ କରାଯିବନି ବରଦାସ୍ତ । ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଆଜି ନକଲି ଔଷଧ ବ୍ୟବସାୟୀଙ୍କ ଏପରି କଡ଼ା ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କଟକରେ ନକଲି ଔଷଧ…