Latest Odisha News

BREAKING NEWS

Browsing Category

ଫିଚର

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ : ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ

ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ  । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ ବୋଲି ଜଣାପଡିଛି  । ଆଶିଷ ଛୋଟ ବେଳୁ ତାଙ୍କ ମାମୁଁ ଙ୍କ…

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ…

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ…

ଶୀତଦିନେ ଖାଆନ୍ତୁ ଏହି ଜିନିଷ, ବଢିବ ଇମ୍ୟୁନିଟି

ନୂଆଦିଲ୍ଲୀ :  ଶୀତଦିନେ ସାଧାରଣତଃ ଲୋକ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି  । କିଏ ପ୍ରତିଦିନ ସକାଳୁ ବ୍ୟାୟମ କରେ ତ କିଏ ଜିମ୍ ଯାଏ  । ଆଉ କେହି କେହି ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି  । କିଏ ସବୁଜ ପନିପରିବା ଖାଆନ୍ତି ତ ଆଉ କିଏ ସତେଜ ଫଳମୂଳ  । ତେବେ…

ଗୁଜୁରାଟରେ ପ୍ରକୃତିର ତାଣ୍ଡବ : ଅଦିନିଆ ବର୍ଷା, ବଜ୍ରପାତ ନେଲା ୧୪ ଜୀବନ

ନୂଆଦିଲ୍ଲୀ : ଗୁଜୁରାଟରେ ପ୍ରକୃତିର କରାଳ ତାଣ୍ଡବ  । ଅଦିନିଆ ବର୍ଷା ବିତ୍ପାତ୍ତ ଜନଜୀବନକୁ ଦୁର୍ବିଶୟ କରିପକାଇଛି । ପୁରା ଭୟଭୀତ ହୋଇପଡିଛି ଲୋକ । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ଗୁଜୁରାଟର ଅମରେଲି, ସୁରେନ୍ଦ୍ର ନଗର , ମେହସାଣ, ବୋଟାଡ,…

କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଥିଲେ । ଅବସର ପରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ…

“ଆ କା ମା ବୈ, ପାନ ଗୁଆ ଥୋଇ….” ଗୀତ ଗାଇ ଡଙ୍ଗା ଭସାଇଲେ ଲୋକ

ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ ସାଗରଠୁ ଆରମ୍ଭ କରି କଟକର ଗଡଗଡିଆ ଘାଟ ସବୁଠି ଡଙ୍ଗା…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି  । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ  । ଆଜି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ…

ଆଜି ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିପାଇଁ ଆଜି ପାରାଦୀପ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି  । ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ । ରାସ୍ତାଘାଟ , ଗଳିକନ୍ଦି ସବୁ ପୁରା ଚକଚକ  ।  ଆଉ ମାତ୍ର କିଛି…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି

ପୁରୀ: ଆଜି ମହାପଞ୍ଚୁକ ବ୍ରତର ଶେଷ ଦିନ  । ଅର୍ଥାତ୍ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା । ଆଜି ସୁନାବେଶ ବା ରାଜରାଜେଶ୍ବର ବେଶରେ ପର୍ଶନ ଦେଉଛନ୍ତି ମହାପ୍ରଭୁ । ସୁନାବେଶ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବିଶ୍ବାସ ରହିଛି…

ସମୁଦ୍ର ମଝିରେ ବୁଡିଗଲା ଜାହାଜ, ୪ ଭାରତୀୟଙ୍କ ଖୋଜଖବର ମିଳୁନି

ନୂଆଦିଲ୍ଲୀ: ରବିବାର ସକାଳେ ଗ୍ରୀସର ଲେସ୍ବୋସ୍ ଦ୍ୱୀପରେ ଏକ ମାଲବାହୀ ଜାହାଜ ବାତ୍ୟାରେ ବୁଡିଯାଇଛି। ଜାହାଜ ମଧ୍ୟରେ ୧୪ ଜଣ କ୍ରିଉ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ନାବିକ ଅଛନ୍ତି। ରାପ୍ଟର୍ ନାମକ ଏହି ଜାହାଜଟି କୋମୋରୋସରେ ପଞ୍ଜୀକୃତ ହୋଇଥିଲା ଏବଂ ଇଜିପ୍ଟରୁ ଇସ୍ତାନବୁଲ୍…