Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଚେନ୍ନାଇ ସୁପର କିଙ୍ଗସ ରିଟେନ…

ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁକ୍ତ (MUKTA) ପ୍ରକଳ୍ପର କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ପାଇଁ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମାଧ୍ୟମରେ ରାଜ୍ୟ ସରକାର ମହିଳା ଏସଏଚଜିର…

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା

ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।…

ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି, ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି…

ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ଖୋଜି ବାହାର କଲେ ବିଶାଳକାୟ ପର୍ବତ

ୱାଶିଂଟନ: ପ୍ରଶାନ୍ତ ମହାସାଗର ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି । ବୈଜ୍ଞାନିକମାନେ ଏହି ରହସ୍ୟ ଉଜାଗର ପାଇଁ ଯଥାସମ୍ଭବ ଗବେଷଣା ଜାରୀ ରଖିଛନ୍ତି । ନୂତନ ପ୍ରଜାତିର ସାମୁଦ୍ରିକ ଜୀବଠାରୁ ଆରମ୍ଭ କରି ଅନେକ ପର୍ବତ, ଆଗ୍ନେୟଗିରିର ସନ୍ଧାନ ମିଳିବାରେ ଲାଗିଛି । ଇତି ମଧ୍ୟରେ ବୈଜ୍ଞାନିକମାନେ…

ଶୁଭ୍ରାଂଶୁଙ୍କୁ ଛାଡିଲା ଚେନ୍ନାଇ ସୁପର କିଙ୍ଗସ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ଫ୍ରାଂଚାଇଜ ଟିମଗୁଡିକ ଖେଳାଳିଙ୍କ ରିଟେନଶନ ଓ ରିଲିଜ ଲିଷ୍ଟ ଜାରୀ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓଡିଶାର ଷ୍ଟାର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଛି । ଯାହାକି ଓଡିଶା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଶୁଭ୍ରାଂଶୁ…

୨୫ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ସଲମାନ ଓ କରଣ, ଚଳଚ୍ଚିତ୍ର ନାମ ଘୋଷଣା

ମୁମ୍ବାଇ: ୨୫ ବର୍ଷ ପୂର୍ବେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ ଯୋଜନା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏବେ ଶେଷରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଫିଲ୍ମ…

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ  ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି ମହାପ୍ରଭୂଙ୍କର ରାତ୍ର ପହୁଡ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନ ଘଟଣାରେ ମୋଟ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥି ମଧ୍ୟରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୋଲିସ ଅଧୀକ୍ଷକ ଏବଂ ଦୁଇ ଜଣ ଡିଏସପି ର‍୍ୟାଙ୍କର ଅଧିକାରୀ ସାମିଲ…