Latest Odisha News

BREAKING NEWS

Browsing Category

ଫିଚର

ଡିପଫେକ୍ ଫଟୋ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଟକ୍ନୋଲୋଜିର କରାଯାଉଛି ଦୂରୁପଯୋଗ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ…

ମାତ୍ର ୩୫୦ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା ! ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ମାତ୍ର ୩୫୦ ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା  । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ୱେଲକମ ଅଞ୍ଚଳରେ ।  ସୂଚନା ଅନୁସାରେ ଭତକାଲି ରାତିରେ ଓ୍ବେଲକମ୍ ଅଞ୍ଚଳର ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ କୌଣସି କାମ ପାଇଁ ୩୫୦ ଟଙ୍କା ମାଗିଥିଲା  ।…

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବି ଆଉ ନାହାନ୍ତି । ଗୁରୁବାର କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୀରୁ ପାତାଳି ଶ୍ରୀକ୍ଷେତ୍ରକୁ ଆସିଲା ସୁଭଦ୍ରାଙ୍କ ରଥ ଚକ

ସୁବର୍ଣ୍ଣପୁର :  ଶ୍ରୀକ୍ଷେତ୍ର ପୁରୀରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ ସୁଭଦ୍ରା ଙ୍କ ରଥରେ ଲାଗିଥିବା ଏକ ଚକ ଆସିଛି ।…

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ମୋଦି-ଶାହ: କହିଲେ ‘ଏଣିକି ଖାଲି କମଳ ହିଁ ଫୁଟିବ’

ଜୟପୁର: ରାଜସ୍ଥାନକୁ ଆଉ କେବେ ଫେରିବନି ଗେହଲଟ ସରକାର । କଂଗ୍ରେସର ବିଦାୟ ସମୟ ଆସି ଯାଇଛି । ରାଜସ୍ଥାନର ସବୁରି ମୁହଁରେ କେବଳ କମଳ ହିଁ କମଳ । ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

କେନ୍ଦ୍ର ସରକାର ଆଣିବେ ନୂଆ ନିୟମ; ‘ଡିପ୍‌ଫେକ୍‌’ ଭିଡିଓ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠିତ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶିଆଲ ମିଡିଆରେ ଭାଇରାଲ କରାଯାଉଉଛି। ତେବେ ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ…

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ

ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ: କାହିଁ କେଉଁ କାଳରୁ ବାଲିଯାତ୍ରାର ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ  । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା…

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ…

ଗାଁ ରାସ୍ତାରେ ଜିଆରଏସଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ରେଢାଖୋଲରେ ଅଭାବନୀୟ ଘଟଣା ଘଟିଛି  । ନାକଟିଦେଉଳ ଥାନା ଘୋଷରାମାଳ –ରାଇଲ ରାସ୍ତାରୁ  ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦୀନବନ୍ଧୁ କୌଣସି…