Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ପୋଲିସର ଅପହରଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ପରେ ବିବାହ

ଅମ୍ରିତସର: ପାକିସ୍ତାନରେ ଲଭ୍ ଜିହାଦର ଆଉ ଏକ ମାମଲା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ପୋଲିସ କର୍ମଚାରୀ ଜୋରଜବରଦସ୍ତ ଉଠାଇ ନେଇଛନ୍ତି । ଯୁବତୀ ଜଣଙ୍କୁ ବିବାହ ଲାଗି ଜବରଦସ୍ତି ଇସଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା…

ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା…

‘ବନକଲାଗି ନୀତି’ ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଭୁବନେଶ୍ୱର: ଅସୁସ୍ଥ ହୋଇପଡିବାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଯୋଡା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଓ ପରେ ରାଜଧାନୀର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।…

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ବୃଦ୍ଧାଙ୍କୁ ଟାଣି ଆଣି ଦାଣ୍ଡରେ ଏକ ଦନ୍ତା ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଥି ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ…

ଆସନ୍ତା ୨୧ରେ ବସିବ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟର ସଭାପତି, ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ସମେତ ରାଜ୍ୟରେ ଥିବା ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌକୁ ଥରାଇବା ଷଡଯନ୍ତ୍ର ଥିଲା, ପିଏଫଆଇର ଦୁଇ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ବୋମା ବିସ୍ଫୋରଣରେ ଲକ୍ଷ୍ନୌକୁ ଥରାଇବା ପାଇଁ ଷଡଯନ୍ତ୍ର ରଚିଥିଲା ପିଏଫଆଇ । ତେବେ ୟୁପି ଏସଟିଏଫ ସେମାନଙ୍କ ଯୋଜନା ବିଫଳ କରି ଦେଇଛନ୍ତି । ଏହି ୨ ଆତଙ୍କବାଦୀ ହେଲେ ପିଏଫଆଇ କମାଣ୍ଡର ଅନସଦ ବଦରୁଦ୍ଦିନ ଓ ଫିରୋଜ ଖାଁ । ସେମାନଙ୍କ ନିକଟରୁ ୧୬ ଏକ୍ସୋପ୍ଲୋଜିଭ ଡିଭାଇସ, ଗୋଟିଏ…

ଚାଷୀଙ୍କ ଚେତାବନୀ : ୧୮ରେ ଅଟକିବ ରେଳ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇ ମାସରୁ ଅଧିକ ହେଲାଣି ଚାଲିଛି ଆନ୍ଦୋଳନ । ବାରମ୍ବାର ବୈଠକ ପରେ ସମସ୍ୟାର ହେଉନି ସମାଧାନ । ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ଏବେ ରେଳରୋକ କରିବେ ଆନ୍ଦୋଳନକାରୀ ଚାଷୀ । ଆସନ୍ତା ୧୮ ତାରିଖରେ ଦେଶବ୍ୟାପୀ…

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପ ରାଜ୍ୟପାଳ ପଦରୁ କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ମଙ୍ଗଳବାର ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କୁ ଅତିରିକ୍ତ…