Latest Odisha News

BREAKING NEWS

Browsing Category

ଫିଚର

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିନବେଶନ । ବଜେଟ୍ ଅଧିବନେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦୈଳୀୟ ବୈଠକ ବସିଥିଲା । ସର୍ବଦଳୀୟ ବୈଠକରେ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ଚଳିତ…

ଭାରତରେ କରୋନାର ନୂଆ ଷ୍ଟ୍ରେନ୍, ଜାଣନ୍ତୁ କେତେ ମାରାତ୍ମକ…

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରିଥିବା ଲୋକଙ୍କ ଠାରେ ଚିହ୍ନଟ ହୋଇଛି । ୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଓ ଜଣଙ୍କ ଠାରେ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି ।…

ରାଜ୍ୟରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ଶୂନ୍ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା ଚଳନ୍ତା କାର୍ । ତେବେ ଏଥିରୁ ଅଳ୍ପରେ ବର୍ତ୍ତି ଯାଇଛନ୍ତି ଏଥିରେ ଥିବା ଯାତ୍ରୀ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ଗାଡିରେ ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପୁରୀରୁ ଭୁବନେଶ୍ୱର ଅଭିମୁଖେ…

କ୍ରମାଗତ ୯ ଦିନ ଧରି ଦେଶରେ ବଢୁଛି ତୈଳ ଦର, ଜାଣନ୍ତୁ କେଉଁଠି କେତେ ଦାମ୍

ନୂଆଦିଲ୍ଲୀ: ଅଏଲ୍ ମାର୍କେଟିଂ କମ୍ପାନୀ (ଓଏମସି) ବୁଧବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ତୈଳ ମୂଲ୍ୟ କ୍ରମାଗତ ନବମ ଦିନ ବଢିବା ସହ ପେଟ୍ରୋଲ ଏବଂ ଡିଜେଲ ପ୍ରାୟ ୨୫ ପଇସା ବୃଦ୍ଧି ହୋଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୮୯.୫୪…

ସ୍ପେଶାଲ୍ ସ୍କ୍ୱାଡ୍ ହାତରେ ୪ ଲୁଟେରା, ୧୨ଟି ସୁନା ଚେନ୍ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱା଼ଡ୍ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଧରିଛି । ଏହି ଅଭିଯୁକ୍ତମାନେ ରାଜଧାନୀରେ ଘଟିଥିବା ବିଭିନ୍ନ ଲୁଟ୍ ଘଟଣାରେ ସମ୍ପୃକ୍ତି । ରିପୋର୍ଟ ଅନୁସାରେ, ସ୍ପେଶାଲ୍ ସ୍କ୍ୱାଡ୍ ସେମାନଙ୍କ ଠାରୁ ୧୨ଗୋଟି ସୁନା ଚେନ୍ ଜବତ କରିଛି । ଜବତ…

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ…

୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଦେଶୀ ପ୍ରତିନିଧି ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି । ଭାରତ ଫେବ୍ରୁଆରୀ ୫ରେ ଜମ୍ମୁ ଓ କାଶ୍ମୀରରେ ୪ଜି ସେବା ପୁଣି ଆରମ୍ଭ ହୋଇଥିବା ଘୋଷଣା କରିଥିଲା । ଧାରା ୩୭୦ ପ୍ରତ୍ୟାହାରର ପ୍ରାୟ ୧୮ ମାସ ପରେ ଆରମ୍ଭ ହୋଇଥିଲା ୪ଜି ଇଣ୍ଟରନେଟ୍ ସେବା…

ଇଞ୍ଜିନିୟରିଂ, ପଲିଟେକନିକ୍ ଓ ଆଇଟିଆଇରେ ଫିଜିକାଲ୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର: ପ୍ରାୟ ୧୦ ମାସର ବ୍ୟବଧାନ ପରେ ସମସ୍ତ ପୋଷ୍ଟ ଗ୍ରାଜୁଏଟ୍ (ପିଜି), ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ବୈଷୟିକ ବିଶ୍ୱବିଦ୍ୟାଳୟର ଡିପ୍ଲୋମା ଏବଂ ପ୍ରଫେସନାଲ୍ କଲେଜ, ପଲିଟେକନିକ୍ସ, ଡିପ୍ଲୋମା ଇନଷ୍ଟିଚ୍ୟୁସନ୍ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଫେବୃଆରୀ ୧୭ ଠାରୁ…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ପୋଲିସର ଅପହରଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ପରେ ବିବାହ

ଅମ୍ରିତସର: ପାକିସ୍ତାନରେ ଲଭ୍ ଜିହାଦର ଆଉ ଏକ ମାମଲା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ପୋଲିସ କର୍ମଚାରୀ ଜୋରଜବରଦସ୍ତ ଉଠାଇ ନେଇଛନ୍ତି । ଯୁବତୀ ଜଣଙ୍କୁ ବିବାହ ଲାଗି ଜବରଦସ୍ତି ଇସଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା…