Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୬୩ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ସାକ୍ଷାତ କରିଛନ୍ତି । COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର ନିର୍ଣ୍ଣୟକାରୀ ସଂସ୍ଥା । ଏହାର ୨୬ତମ…

ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ଦିନ ୧୧ଟାରୁ ୧୯ ତାରିଖ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି…

ଏପ୍ରିଲ୍ ୧ରୁ ନୂଆ ଲେବର କୋଡ୍ ଲାଗୁ ହେବା ସମ୍ଭାବନା, କମିପାରେ ଟେକ୍ ହୋମ୍ ସାଲେରୀ

ନୂଆଦିଲ୍ଲୀ: ସଂସଦରେ ପାରିତ ୪ଗୋଟି ଶ୍ରମ୍ ଆଇନ୍ ଏପ୍ରିଲ ୧ ତାରିଖରୁ ଦେଶରେ ଲାଗୁ ହୋଇପାରେ । ଏଥିପାଇଁ ୪ଗୋଟି ଶ୍ରମ୍ ଆଇନ୍ ସହ ଜଡ଼ିତ ନିୟମକୁ ଅନ୍ତିମ ରୂପ ଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ସୂଚିତ କରାଯିବ । ଏହି ଆଇନରେ କର୍ମଚାରୀମାନଙ୍କୁ ମିଳୁଥିବା…

ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ରନର୍ସଅପ୍‌

ଭୁବନେଶ୍ୱର: ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ଫାଇନାଲରେ ଆନ୍ଧ୍ରପ୍ରଦେଶ ନିକଟରୁ ୮୦ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୨୦ ଓଭରରେ ୩ ଉଇକେଟ ହରାଇ ୨୪୬ ରନ କରିଥିଲା । ଡି.ଭେଙ୍କେଟଶ୍ୱର…

ଶ୍ରୀମନ୍ଦିରକୁ ୪ କେଜି ୮୫୮ ଗ୍ରାମ୍ ସୁନା ଓ ୩ କେଜିରୁ ଅଧିକ ରୂପା ଅଳଙ୍କାର ଦାନ କଲେ ଜୈନିକ ଦାତା

ପୁରୀ: ପବିତ୍ର ଶ୍ରୀପଞ୍ଚମୀରେ ଆଜି ପୁରୀରେ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଛି । ଏହି ଅବସରରେ ଜୈନିକ ଦାତା ଶ୍ରୀମନ୍ଦରକୁ ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି…

ଭାରତରେ କରୋନା ଭାଇରସର ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ନୂଆଦିଲ୍ଲୀ: ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ ପରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି- ଫେବ୍ରୁଆରୀ ପ୍ରଥମ ସପ୍ତାହରେ କରୋନା ଭୂତାଣୁର ବ୍ରାଜିଲ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ, ବ୍ରାଜିଲ୍ ଭାରିଆଣ୍ଟ ଉପରେ…

ରିଙ୍କୁ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଦେଲେ କପିଳ

ନୂଆଦିଲ୍ଲୀ:ବିଜେପି ନେତା କପିଳ ମିଶ୍ରା ଦିଲ୍ଲୀର ମଙ୍ଗୋଲପୁରୀକୁ ଯାଇ ରିଙ୍କୁ ଶର୍ମା ପରିବାରଙ୍କୁ ୧ କୋଟି ଟଙ୍କାର ଆର୍ଥୀକ ସହାୟତା ଯୋଗାଇଛନ୍ତି । ରିଙ୍କୁଙ୍କ ହତ୍ୟାକାଣ୍ଡକୁ ସେ ଆତଙ୍କବାଦୀ ଘଟଣା ସହ ତୁଳନା କରିଛନ୍ତି । କେତେକ ବ୍ୟକ୍ତି ଜାଣିଶୁଣି ରାମ ମନ୍ଦିର ଏବଂ ଜୟ ଶ୍ରୀରାମ…

ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି

ଭୁବନେଶ୍ୱର: ଭିଜିବ ଓଡ଼ିଶା । ୧୭ରୁ ୨୦ ତାରିଖ ଯାଏ ରାଜ୍ୟରେ ୪ ଦିନ ବର୍ଷା । ବର୍ଷା ଓ ବଜ୍ରପାତ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ୧୭ଟି ଜିଲ୍ଲାର କେତେକ ସ୍ଥାନରେ ୧୭ ତାରିଖରୁ ୧୯ ତାରିଖ ଯାଏ…

ଆଟାକ ଫିଲ୍ମ ଶୁଟିଂ ବେଳେ ଜନ ଆବ୍ରାହାମ ଆହତ

ମୁମ୍ବାଇ: ଆଟାକ ଫିଲ୍ମ ଶୁଟିଂ ଅବସରରେ ବଲିଉଡର ଆକ୍ସନ ହୀରୋ ଜନ ଆବ୍ରାହାମ ଆହତ ହୋଇଛନ୍ତି । ଫିଲ୍ମର ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କାଚର ରଡରେ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା । ତେବେ ସାମନ୍ୟ ଭୁଲ ଯୋଗୁ ତାଙ୍କ ବେକ ପାଖରେ ଆଘାତ ଲାଗିଥିଲା । ତେବେ ଏହା ଗୁରୁତର ନୁହେଁ ଏବଂ ସେ…