Latest Odisha News

BREAKING NEWS

Browsing Category

ଫିଚର

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ବିଧାନସଭା ନିର୍ବାଚନ ଜିତିବା ପରେ ଇସ୍ତଫା ଦେଲେ ୧୨ ସାଂସଦ

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ସାରିଛି । ଯେଉଁ ସାଂସଦମାନେ ବିଧାନସଭା ନିର୍ବାଚନରେ ଜିତିଛନ୍ତି ସେମାନେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ବିଜେପି ସାଂସଦ । ଆଜି ଏହି ୧୨ ଜଣ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।…

ଗୋଟିଏ ଦିନରେ ଆଜି ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍…

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା: କୋହଲା ପାଗକୁ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ…

ଗୋଗାମେଡି ହତ୍ୟାକାଣ୍ଡ ଅଭିଯୁକ୍ତ ଜଣେ ଆର୍ମି ଯବାନ: ବାହାଘର କାର୍ଡ ଦେବା ନାଁରେ ଘରେ ପଶି କରିଥିଲେ ହତ୍ୟା

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର  ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ…

ନିଜ ଭୋଟ ଦେଇ ନ ଥିଲେ ପ୍ରାର୍ଥୀ: ଶେଷରେ ସେଇ ଗୋଟିଏ ଭୋଟ ପାଇଁ ହାରିଗଲେ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ମିଶିଲେ ହିଁ ଅନେକର ସମାହାର ହୁଏ । ହେଲେ ଅନେକ ସମୟରେ ଆମେ ଏହି ଗୋଟିକର ମୂଲ୍ୟ ବୁଝିପାରି ନ ଥାଉ । ହେଲେ ଯିଏ ଗୋଟିଏ ନମ୍ବର ପାଇଁ ଫେଲ ହୋଇଯାଏ,  ଗୋଟିଏ ଭୋଟ ପାଇଁ ହାରିଯାଏ ସେ ହିଁ ଅନୁଭବ କରିପାରେ ଗୋଟିକର ମୂଲ୍ୟ । ନିର୍ବଚନ କ୍ଷେତ୍ରରେ ଦେଖା…

ଲାରା କହିଲେ କିଏ ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ ଭାଙ୍ଗି ପାରିବେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ କିଏ ଭାଙ୍ଗିପାରିବ ତାର ଖୁଲାସା କରିଛନ୍ତି । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହେଁ ଶୁଭମନ ଗିଲ ଏହି ରେକର୍ଡ ଭାଙ୍ଗିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଲାରା ଟେଷ୍ଟରେ ଗୋଟିଏ…

କାହିଁକି ଇନଷ୍ଟାରେ ବୋହୂଙ୍କୁ ଅନଫଲୋ କଲେ ଅମିତାଭ୍ ?

ମୁମ୍ବାଇ : କଥାରେ ଅଛି ବଡ ଘର ବଡ ଗୁମର କଥା  । ଏହାରି ମଧ୍ୟରେ ବିବାହକୁ ୧୬ ବର୍ଷ ବିତିଯାଇଛି  । କେବେ ହେଲେ କିଛି ବିବାଦ ଦେଖାଦେଇନି । ହେଲେ ଏବେ ପୁଅ ବୋହୂଙ୍କ ବିବାହ ସମ୍ପର୍କରେ ଫାଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି  । ହଁ ଆଜ୍ଞା ଆମେ କହୁଛି ବିଗ୍ ବିଙ୍କ କଥା । ବିଗ୍‌ବି ଅମିତାଭ…

ଫୋବର୍ସ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ୪ଜଣ ଭାରତୀୟ ସ୍ଥାନ ପାଇଛନ୍ତି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୨ତମ ସ୍ଥାନରେ ରହିଛନ୍ତି । ସେ ଗତବର୍ଷ ୩୬ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ…

ପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଆଥଲେଟ ଅଫ ଦି ଇୟର ବିବେଚିତ ହୋଇଛନ୍ତି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଫୁଟବଲ ଖେଳାଳି ହୋଇଛନ୍ତି । କିଲିୟାନ ଏମ୍ବାପ୍ପେ, ଏଲିଙ୍ଗ ହଲାଣ୍ଡ, ନୋଭାକ ଜୋକୋଭିଚ ଓ ଆରୋନ ଜଜଙ୍କୁ ପଛରେ ପକାଇ ମେସି ଏହି କୀର୍ତିମାନ ସ୍ଥାପନ…