Latest Odisha News

BREAKING NEWS

Browsing Category

ଫିଚର

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ…

ତେଲେଙ୍ଗାନାରେ ମତଦାନ : ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟିରୁ ଉର୍ଦ୍ଧ୍ବ ଭୋଟର

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି ।  ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର  । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା…

ଡିସେମ୍ବର ୧ରୁ ୭ ତାରିଖ ଯାଏଁ ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରିବେ। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ପୂର୍ବ ଶୂନ୍ୟ ମୃତ୍ୟୁ ସପ୍ତାହ ଅପେକ୍ଷା ଭଲ ଫଳାଫଳ…

ଗରିବଙ୍କୁ ସହଯୋଗର ହାତ ବଢାଇଲା କେନ୍ଦ୍ର: ନିର୍ବାଚନୀ ଚାଲ କହିଲା ବିଜେଡି, ଧୋଇଦେଲା ବିଜେପି

ଭୁବନେଶ୍ୱର: ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକଟ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ। ଆଗାମୀ ସାଧାରଣ ନିର୍ବାଚନକୁ…

ଲେଜର ସ୍କାନିଂ ବେଳେ ରତ୍ନଭଣ୍ଡାରର ବାହାର କାନ୍ଥରେ ଫାଟ ଚିହ୍ନଟ କଲା ଏଏସ୍ଆଇ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ରତ୍ନଭଣ୍ଡାରର ପ୍ରଥମ ପର୍ଯ୍ୟାୟରେ ସ୍କାନିଂ ବେଳେ କେତେକ ସ୍ଥାନରେ ଫାଟ ଚିହ୍ନଟ ହୋଇଛି। ଢାଞ୍ଚାର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବାଞ୍ଚଳରେ ଫାଟ ସୃଷ୍ଟି ହୋଇଥିବା ଏଏସଆଇ ଜାଣିବାକୁ ପାଇଛି। ୧୫ ଜଣିଆ ଏଏସ୍ଆଇ ଟିମ୍ ସହ ସ୍ଥପତି ଓ ସର୍ଭେଲାନ୍ସ ଓ…

ଓଡ଼ିଶା ସରକାରଙ୍କ ଅସହଯୋଗ ପାଇଁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ମଉଳିଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ନେଇ ଓଡ଼ିଶାର ଆଶା ମଉଳି ଯାଇଛି। କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଓଡ଼ିଶା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରକଳ୍ପକୁ ଆଗକୁ…

ଖାକି ପିନ୍ଧିବା ସହିତ ସିନେମା ପ୍ରତି ଥିଲା ଦୁର୍ବଳତା, ଗିରଫ ଥାନାଧିକାରୀ ସୁଶାନ୍ତଙ୍କୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ନିକଟରୁ ୩୭ ଲକ୍ଷ ଟଙ୍କାର ବେଆଇନ ଟଙ୍କା ଜବତ ହେବା ପରେ ଗିରଫ ଅଧିକାରୀଙ୍କ ଓଲିଉଡ ସହ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ସୁଶାନ୍ତ ଶତପଥୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ତେବେ…

ଛଅ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ଆନ୍ଦୋଳନର ଅନ୍ତ, ମଣିପୁରର ୟୁଏନ୍ଏଲ୍ଏଫ୍ ଶାନ୍ତି ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ମଣିପୁରର ସର୍ବପୁରାତନ ଉପତ୍ୟକା ଭିତ୍ତିକ ସଶସ୍ତ୍ର ସଙ୍ଗଠନ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (ୟୁଏନ୍ଏଲ୍ଏଫ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଭାରତ ସରକାରଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। ଏହି ଐତିହାସିକ ମାଇଲଖୁଣ୍ଟ ଛଅ ଦଶନ୍ଧି ଧରି ଚାଲିଥିବା…