Latest Odisha News

BREAKING NEWS

Browsing Category

ଫିଚର

ରଚୀନଙ୍କ ନାମ ସହ ସଚିନ-ଡ୍ରାଭିଡଙ୍କ କିଛି ସମ୍ପର୍କ ନାହିଁ, ଏହା ଏକ ସଂଯୋଗ

ମୁମ୍ବାଇ: ନ୍ୟୁଜିଲାଣ୍ଡର ଉଦୀୟମାନ ତାରକା ରଚୀନ ରବୀନ୍ଦ୍ର ଏବେ ଚଳିତ ବିଶ୍ୱକପ କ୍ରିକେଟରେ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି । ପ୍ରଥମେ ନାମ ଏବଂ ପରେ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମଙ୍ଗଳବାର ରଚୀନଙ୍କ ବାପା ରବି କ୍ରିଷ୍ଣାମୂର୍ତି ଏକ ବଡ ଭ୍ରମ ଦୂର କରିଛନ୍ତି…

ଦୁଇ ଭାଇଙ୍କ ଉପରେ ଚଢିଗଲା ଲୁହାବୋଝେଇ ଟ୍ରକ : ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥରେ ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଯଦୁପୁର ଗୋଡା ନିକଟରେ ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଟ୍ରକ ଚଢିଯାଇଛି  । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି…

ରାହୁଲଙ୍କୁ ଥଟ୍ଟା କଲେ ଅଖିଳେଶ; କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁତୁ..ମେମେ । ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ ଗଣନା…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଶାହାରୁଖ, ବିଜୟ

ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଥଲପତି ବିଜୟ ଓ ଶାହାରୁଖ ଖାଁଙ୍କୁ ଏକତ୍ର ଅଭିନୟ କରିବେ । ଅଟଲୀ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଛନ୍ତି । ଉଭୟ ସୁପରଷ୍ଟାର ଏଥିନେଇ ରାଜି…

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ପତ୍ନୀ: ଅନାଥ ହୋଇଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ଦୀପାବଳିର ବାଣ,ଆଲୁଅ ସାରା ଦେଶକୁ ଆଲୋକିତ କରୁଥିଲା । ହେଲେ ଏଠି  ଲିଭି ଯାଇଥିଲା ଦୁଇ ଦୁଇଟି ଜୀବନ ଦୀପ । ହାତ ଧରାଧରି ହୋଇ ଚାଲି ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ଏକାଠି ଜିଇଁବା..ଏକାଠି ମରିବାର ପ୍ରତିଶ୍ରୁତି ରଖି ସାଥୀ ହୋଇ ଚାଲିଗଲେ । ହେଲେ ଅନାଥ ହୋଇଗଲେ ଦୁଇ ଝିଅ । ଏ…

ନିୟନ୍ତ୍ରଣ ହରାଇ ଟ୍ରକରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ ୬ଜଣଙ୍କର ଜୀବନ ଚାଲିଯାଇଛି । ସୂଚନା ମୂତାବକ ଆଜି ୬ ଜଣ ବ୍ୟକ୍ତି ଏକ କାର୍ ରେ ଦିଲ୍ଲୀରୁ ହରିଦ୍ବାର ଯାଉଥିଲେ । ହଠାତ୍ ଛପାର…

ସଚିନଙ୍କ ସହ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଉପଭୋଗ କରିପାରନ୍ତି ମହାନ ଫୁଟବଲର ବେକହାମ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପଭୋଗ କରିବେ । ରିପୋର୍ଟ ମୁତାବକ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ…

ସେମିଫାଇନାଲ ପୂର୍ବରୁ ପିଚ ଅନୁଧ୍ୟାନ କଲେ କୋଚ ଡ୍ରାଭିଡ

ମୁମ୍ବାଇ: ବିଶ୍ୱକପ ଦିନିକିଆ କ୍ରିକେଟରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ସେମିରୁ ବିଦାୟ ନେଇଥିଲେ । ଏହାର ମଧୂର ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରହିବ । ମୁମ୍ବାଇରେ ପଂହଚିବା ପରେ କୋଚ ରାହୁଲ ଡ୍ରାଭିଡ,…

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା…

ମହାଭାରତ କାଳରେ ପାଣ୍ଡବମାନେ କରିଥିଲେ ପ୍ରତିଷ୍ଠା : ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ମନ୍ଦିର..

ନୂଆଦିଲ୍ଲୀ : ଭାରତରେ ଅନେକ ଜ୍ୟୋର୍ତିଲିଙ୍ଗ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି  । କିନ୍ତୁ ଏହାପଛରେ ଥିବା ରହସ୍ୟମୟୀ କାହାଣୀ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଉତ୍ତରପ୍ରଦେଶ ଫାରୁଖବାଦ ଜିଲ୍ଲାରେ ରହିଛି ପାଣ୍ଡେଶ୍ବରନାଥ ମନ୍ଦିର । ମହାଭାରତ କାଳରେ ମାତା…