Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱାସରେ ମିଶୁଛି ବିଷ ! ଅନଲାଇନ ସପିଂରେ ରେଟିଂ, ରିଭ୍ୟୁ ଦେଖି ଜିନିଷ କିଣୁଥିଲେ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ସପିଂ ବୃଦ୍ଧି ପାଇଛି। ଆଉ ସମସ୍ତେ ଅନଲାଇନରେ ସପିଂ କରିବାକୁ ପସନ୍ଦ ମଧ୍ୟ କରନ୍ତି। ପ୍ରାୟତଃ ଏହି ତାଲିକାରେ ସେହି ଲୋକମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ଦିନସାରା ଅଫିସରେ ରୁହନ୍ତି ଏବଂ ବଜାରକୁ ଯାଇ ସପିଂ କରିବାକୁ ସକ୍ଷମ ନୁହଁନ୍ତି। ଏଭଳି ପରିସ୍ଥିତିରେ…

ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା: ଫେରିଲା ଶୀତ, ରାତି ତାପମାତ୍ରା ୧୧ ଡିଗ୍ରୀକୁ ଖସିଲା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଏଥିସହିତ ପୁଣି ରାଜ୍ୟକୁ ଫେରିଛି ଶୀତ  । ଜି ଉଦୟଗିରିରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ର ୧୧ ଡିଗ୍ରୀ ସେଲ୍ସିୟସକୁ ଖସିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ ରାତିରେ ୫ଟି ସ୍ଥାନରେ…

ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ : ବିଶ୍ବଭୂଷଣ ହରିଚନ୍ଦନ

ପୁରୀ : ପରିକ୍ରମା ପ୍ରକଳ୍ପ , ଚାରିଦ୍ବାର ଖୋଲିବା , ଭିଡ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ  । ପ୍ରତିଦିନ ପୁରୀକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି  । କିନ୍ତୁ ଶ୍ରୀଜିଉଙ୍କୁ ଦର୍ଶନ କରିବା…

ଦୁଇ ଦୁଇ ଥର ବିଧାୟକ ହୋଇଛି, ଏହି ପଦ ପାଇଁ ମୋର ଯୋଗ୍ୟତା ରହିଛି-ଉପବାଚସ୍ପତି ପ୍ରାର୍ଥୀ ସାଲୁଗା ପ୍ରଧାନ

ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି ଆଦିବାସୀ କାର୍ଡ ।…

କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି : ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ

ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ  । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଭଳି ପରିସ୍ଥିତିରେ ଜଣେ…

ଭୀମସାରର ଡାକ୍ତର ସଞ୍ଜିବ ମିଶ୍ରଙ୍କୁ ମିଳିଲା ସମ୍ମାଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର:ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର) ବୁର୍ଲାର କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା ସଞ୍ଜୀବ ମିଶ୍ରଙ୍କୁ ସମ୍ମାନଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ଶିକ୍ଷା, ଅନୁସନ୍ଧାନ…

ବିଶ୍ୱ କ୍ରିକେଟର ଏହି ମହାନ ଖେଳାଳି ଦିନିକିଆ ବିଶ୍ୱବିଜୟୀ ଟିମର ଅଂଶବିଶେଷ  ହୋଇପାରି ନାହାନ୍ତି

ଅହମ୍ମଦାବାଦ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି । ଏଥିସହ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମା ବିଶ୍ୱବିଜେତା ଟିମର ଅଂଶବିଶେଷ ସୌଭାଗ୍ୟ ଅର୍ଜନ କରିବା ହାତଛଡା ହୋଇଛି । ୨୦୧୧ ବିଶ୍ୱକପ ଜିତିଥିବା ଦଳରେ ରୋହିତ ସ୍ଥାନ ପାଇ ନ ଥିଲେ ।…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ…

ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ

ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି । ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ମଝି ସମୁଦ୍ରରେ ମାଲବାହୀ ଜାହାଜ ଗାଲାକ୍ସି ଲିଡରରେ ଓହ୍ଲାଇ, ୨୫ ଜଣିଆ ଚାଳକ ଟିମକୁ…

ଭାଇରାଲ ହେଉଛି ବିଶ୍ୱକପ ଟ୍ରଫି ଉପରେ ମିଚେଲ ମାର୍ଶଙ୍କ ଗୋଡ ଥୋଇଥିବା ଫଟୋ

ଅହମ୍ମଦାବାଦ: ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟରେ ଷଷ୍ଠ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତୀୟ ଶିବିରରେ ଦୁଃଖର ପରିବେଶ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ । ଏହି ଅବସରରେ ସେମାନେ ବିଶ୍ୱକପ ଟ୍ରଫିକୁ ଅସମ୍ମାନ କରିବାକୁ ପଛାଇ ନାହାନ୍ତି । ଏ ନେଇ…