Latest Odisha News

BREAKING NEWS

Browsing Category

ଫିଚର

ଖିରି ଖାଇ ଜଣେ ମହିଳା ମୃତ, ୧୫ ଅସୁସ୍ଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଗୃହ ପ୍ରବେଶ ଭୋଜି‌ରେ ଯୋଗଦେବାକୁ ଆସିଥିବା ଲୋକମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିବା ଖବର ସାମ୍‌ନାକୁ ଆସିଛି। ସେଥିରୁ ୧୫ ଜଣ ଲୋକ ବିଷାକ୍ତ ଖିରି ଖାଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବୃଦ୍ଧ…

ପ୍ରସ୍ତୁତ ରୁହ, ନଭେମ୍ବରରେ ଆସିବ କରୋନା ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା । ଏହା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଥିବା ଏକ ବଡ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ…

ଅଠାୱଲେଙ୍କ ‘ଆର୍‌ପିଆଇ’ରେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଆରମ୍ଭ କରିଛନ୍ତି ନିଜ ରାଜନୈତିକ ଇନିଂସ୍ । ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ)ରେ ଯୋଗଦେଇଛନ୍ତି । ସେ…

ଅଧା ଓଡ଼ିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛାଡୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି । ୮ଟି ଜିଲ୍ଲା…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

ପାରାଦୀପରେ ଟ୍ରଲର ବୁଡି ୪ ନିଖୋଜ

ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ବଟି ମାଗି ବନ୍ଧା ହେଲେ ସାମ୍ବାଦିକ

ଭୁବନେଶ୍ୱର: ଦାଦା ବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ ସାମ୍ବାଦିକ । ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା…

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ। ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ…