Latest Odisha News

BREAKING NEWS

Browsing Category

ଫିଚର

ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଏନସିବିର ପ୍ରସ୍ତୁତି !

ମୁମ୍ବାଇ: ନାରକୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଡାଇରେକ୍ଟର ରାକେଶ ଅସ୍ଥାନା ଚୁପଚାପ ମୁମ୍ବାଇ ଯାଇ ତଦନ୍ତ କରି ଆସିବା ପରେ ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ କେସର ତଦନ୍ତ ବେଳେ ଏନସିବି ବଲିଉଡର ଡ୍ରଗ୍ସ ର‌୍ୟାକେଟ କାର୍ଯ୍ୟ…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ନିକଟ…

ଗ୍ରୀନ କରିଡରରେ ରାଜଧାନୀ; ୮ ମିନିଟରେ ଏୟାରପୋର୍ଟ ପହଞ୍ଚିଲେ ଗୁରୁତର ରୋଗୀ

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଯାହା ଫଳରେ କେବଳ ମାତ୍ର ୮ ମି.ରେ ଏୟାରପୋର୍ଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ସୂଚନାନୁସାରେ ସମ୍ପୃକ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନିଆଯିବା ନେଇ…

ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ମୃତ

ନୂଆଦିଲ୍ଲୀ: ଚୀନ୍‌ରେ ବିଷାକ୍ତ ନୁଡୁଲ୍‌ସ ଖାଇ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ପ୍ରାୟ ଏକ ବର୍ଷ ଧରି ଫ୍ରିଜ୍‌ରେ ରଖାଯାଇଥିଲା ନୁଡୁଲ୍‌ସ ଖାଇବା ପରେ ପରିବାରର ୯ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ। ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ନୁଡୁଲ୍‌ସରୁ ପରିବାର…

ଗୋ-ଏୟାର ପକ୍ଷରୁ ଭୁବନେଶ୍ୱର-ଚେନ୍ନାଇ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ନଭେମ୍ବର ୧୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଗୋ-ଏୟାର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବିମାନ ଚେନ୍ନାଇ ବିମାନ ବନ୍ଦରରୁ ଦିନ ୧୧ଟା ୦୫ମି.ରୁ ବାହାରି ୧୨ଟା ୫୦ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏଥିସହିତ…

ବିହାରରେ ମୋଦିଙ୍କ ୪୧ ମିନିଟ ଭାଷଣ: ଲାଲୁ ଓ କଂଗ୍ରେସ ଉପରେ ବର୍ଷିଲେ, ଏଲଜେପି ନେଇ ମୌନ

ପାଟନା: ବିହାରରେ ଏନଡିଏ ମେଣ୍ଟ ପାଇଁ ଭୋଟ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଏହାସହ ବିହାରର ବିକାଶ ପାଇଁ ଏନଡିଏ…

ସଫଳ ହେବ କି ଶାହରୁଖ‌ଙ୍କ ୨୦୨୧ ଫର୍ମୁଲା ?

ମୁମ୍ବାଇ: ଦୁଇବର୍ଷର ବ୍ୟବଧାନ ପରେ ବଡ ପରଦାକୁ ଫେରିବା ଲାଗି ସଜବାଜ ହେଉଛନ୍ତି କିଙ୍ଗଖାନ୍ । ହାତରେ ରହିଛି ଦୁଇଦୁଇଟି ପ୍ରୋଜେକ୍ଟ । ଗୋଟିଏ ବଲିଉଡ ତ ଆଉ ଗୋଟିଏ ସାଉଥ୍ ଫିଲ୍ମ । ବେଶ ଭାବିଚିନ୍ତି ସାଇନ୍ କରିଛନ୍ତି ବଲିଉଡର ବାଦଶାହ । ଦୀପିକା ଓ ଜନ୍ ଆବ୍ରାହାମ୍ ଷ୍ଟାରର ଫିଲ୍ମ ପଠାନରେ…

ରାଜ୍ୟରେ ଆଉ ୧୮ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧,୨୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୧୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

ଓଡିଶାରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନା ଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୯୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…