Latest Odisha News

BREAKING NEWS

Browsing Category

ଫିଚର

ଟ୍ୱିଟରକୁ କାହିଁକି ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲେହ-ଲଦାଖର ଅବସ୍ଥିତି ସମ୍ପର୍କରେ ମ୍ୟାପରେ ଭୁଲ୍ ଦର୍ଶାଇଛି ଟ୍ବିଟର। ଯାହା ପରେ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି ଭାରତ। କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ କଡା…

‘ପ୍ଲାଜମା ଥେରାପି ଓ ରେମଡିସିଭର ଚିକିତ୍ସା ବନ୍ଦ ହେବନି’

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ଲାଜମା ଥେରାପି ଏବଂ ରେମଡିସିଭର ଚିକିତ୍ସା ବନ୍ଦ ହେବନି । ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ଜଣାଇନାହିଁ , ସେଯାଏଁ ରାଜ୍ୟସରକାର ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।…

ଅସନ୍ତୁଷ୍ଟ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ, ବାଦ୍ ପଡିବେ ପ୍ରମୁଖ ଖେଳାଳି !

ତାମିଲନାଡୁ: ଦିନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ସବୁଠୁ ଭରଷାଯୋଗ୍ୟ ଦଳ ଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ହେଲେ ଏବେ ସତେ ଯେପରି ସେ ଦିନ ଅତୀତ ହୋଇଯାଇଛି । ଚଳିତବର୍ଷ ଆଇପିଏଲ୍‌ରେ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଫ୍ଲେମିଂ ସ୍ୱିକାର କରିବା ପରେ ଦଳର ମ୍ୟାନେଜମେଣ୍ଟ…

୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୬ ଦିନର ଛୁଟି

ଭୁବନେଶ୍ୱର: ବର୍ଷ ୨୦୨୧ରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ମୋଟ ୧୦୬ ଦିନର ଛୁଟି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଛୁଟି ତାଲିକାରେ ମୋଟରେ ୨୯ ଦିନ ସରକାରୀ ଛୁଟି ରହିଛି । ସେହିପରି ୫୨ଟି ରବିବାର ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ସମେତ…

ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: କରୋନା ଭିତରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପାଂଚ ଦିନିଆ ଦୁର୍ଗା ପୂଜା । ଆଜି ମା ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ।…

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି ।…

ପାଲଘର ସାଧୁ ହତ୍ୟା ମାମଲା: ଆଉ ୨୪ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘର ସାଧୁଙ୍କ ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ । ସିଆଇଡି ଏମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୪ ଅଭିଯୁକ୍ତଙ୍କୁ ଦହାନୁ କୋର୍ଟରେ ସିଆଇଡି ହାଜର କରିଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨୮ ଜଣ ଗିରଫ ହୋଇସାରିଲେଣି । ଏହି…

ଦିଲ୍ଲୀ ହିଂସା : ୩ଟି ଅଲଗା ମାମଲାରେ ତାହିରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଭାବେ ବିବେଚନା କରାଯାଉଥିବା ତାହିର ହୁସେନଙ୍କ ୩ଟି ଅଲଗା ଅଲଗା ମାମଲାର ଜାମିନକୁ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଆମ ଆଦମୀ ପାର୍ଟିର ଏହି ପୂର୍ବତନ ପାର୍ଷଦ ଅଂଚଳରେ ସବୁଠାରୁ ବେଶୀ ହିଂସା ହୋଇଥିଲା । ଅପରପକ୍ଷରେ ପ୍ରବର୍ତନ ନିର୍ଦ୍ଦେଶାଳୟ…

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…

ହେବନି ବାତ୍ୟା: IMD

ଭୁବନେଶ୍ୱର: ଅବପାତରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ହେଲେ ଏହି ଅବପାତ ବାତ୍ୟାରେ ପରିଣତ ହେବ ନାହିଁ । ବାତ୍ୟା ଭୟ ନଥିବା ନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି…