Latest Odisha News

BREAKING NEWS

Browsing Category

ଫିଚର

୩୦ ଟଙ୍କିଆ ଚାନ୍ଦା ଆଦାୟକାରୀ ବି ପାଇଲାନି ଛାଡ

କଟକ: ଦାଦାବଟିକୁ ନା ଅଭିଯାନରେ କମିଶନରେଟ୍ ପୋଲିସର ପ୍ରଥମ ଶିକାର ହୋଇଥିଲା ରାଜା ଆଚାର୍ଯ୍ୟ ।ଗତକାଲି ସୁଦ୍ଧା ୧୪ ଜଣ ଗିରଫ ହୋଇସାରିଲେଣି । ହେଲେ ରାସ୍ତା କଡରେ ଗାଡିକୁ ଛିଡା କରି ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବି ଏବେ ତ୍ରାହି ତ୍ରାହି ଛାଡିଲେଣି । ମାତ୍ର ୩୦ ଟଙ୍କା ବଟି ମାଗି…

ତାସ ଘର ପରି ଭୁଷୁଡିଗଲା କୋଲକାତା ଇନିଂସ : ବାଙ୍ଗାଲୋର ସମ୍ମୁଖରେ ୮୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ବୁଧବାର ଆଇପିଏଲ ମ୍ୟାଚରେ କୋଲକାତା ଇନିଂସ ତାସଘର ପରି ଭୁଷୁଡିଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୮୪ ରନ କରିବାକୁ ସକ୍ଷମ ହୋଇଛି । ଲକି ଫର୍ଗୁଶନ ୧୯ ରନ କରି ନଟଆଉଟ ରହିଥିଲେ ।…

ନାସାର ଓସିରିସ୍‌-ରେକ୍ସ ଆଷ୍ଟରୟେଡ ବେନକୁ ଛୁଇଁଲା, ଜାପାନ ପରେ ଆମେରିକାକୁ ବଡ ସଫଳତା

ନ୍ୟୁୟର୍କ: ଆମେରିକା ସ୍ପେଶ ଏଜେନ୍ସି ବୁଧବାର ଆଉ ଏକ ସଫଳତା ହାସଲ କରିଛି । ଜାପାନର ପରେ ଦ୍ୱିତୀୟ ଦେଶ ଭାବେ ନାସାର ମହାକାଶଯାନ ଓସିରିସ୍‌-ରେକ୍ସ ମହାକାଶରେ ଆଷ୍ଟରୟେଡ ବେନୁକୁ ଛୁଇଁବାରେ ସଫଳ ହୋଇଛି । ଏଥିରୁ ନମୁନା ମଧ୍ୟ ସଂଗ୍ରହ କରିଛି ଓସିରିସ୍‌-ରେକ୍ସ । ନାସାର ଏହି ମହାକାଶଯାନ…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା…

ପୂର୍ବତନ ମୁଖ୍ୟ ଶାସନ ସଚିବ ବି. ଭେଙ୍କଟରମଣଙ୍କ ଦେହାନ୍ତ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ବି ଭେଙ୍କଟରମଣଙ୍କ ପରଲୋକ । ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ୧୯୫୦ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଭେଙ୍କଟରମଣ ୧୯୮୦ ମସିହା ଫେବ୍ରୁଆରୀ ୨୯ ରୁ ମାର୍ଚ୍ଚ ୨୯…

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…

‘ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛି ଶାସକ ଦଳ’

ଭୁବନେଶ୍ୱର: ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ…

ବନ୍ୟା ପ୍ରପୀଡିତଙ୍କ ପାଇଁ ୧.୫ କୋଟି ଦାନ କଲେ ବାହୁବଳୀ

ହାଇଦ୍ରାବାଦ: ବନ୍ୟା ପୀଡିତଙ୍କ ପାଇଁ ଆଗେଇ ଆସିଲେ ବାହୁବଳୀ । ବନ୍ୟା ଦ୍ୟାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ଦକ୍ଷିଣ…