Latest Odisha News

BREAKING NEWS

Browsing Category

ଫିଚର

ଘରେ ଲାଗିଲା ନିଆଁ, ଦୁଇ ମହିଳା ଗୁରୁତର

ଝାରସୁଗୁଡ଼ା: ବ୍ରଜରାଜଗନରରେ ସକାଳୁ ସକାଳୁ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଦୁଇ ଜଣ ମହିଳା । ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ବ୍ରଜରାଜନଗର ଷ୍ଟେସନପଡ଼ାରେ ଥଏହି ଅଘଟଣ ଘଟିଛି । ଆହତ ଦୁଇ ମହିଳା…

ସ୍ୱାମୀଙ୍କ ଦୋକାନ ଆଗରେ ସ୍ତ୍ରୀ ଓ ପୁଅ ଉପରେ ଚଢ଼ିଗଲା ଟ୍ରକ୍

ସମ୍ୱଲପୁର: ଅଭାବନୀୟ ଓ ଦୁଃଖଦ ଘଟଣା । ମୃତ୍ୟୁର ବାହକ ସାଜିଲା ଟ୍ରକ । ମାଆ ଓ ପୁଅ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ପଡ଼ିଆବାହଳରେ । ମୃତକମାନେ ହେଲେ ଆଲ୍ଲାଦିନ ମେହେର ଓ ତାଙ୍କର…

ଦଶହରା ପାଇଁ କଟକରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ

କଟକ: ଏବର୍ଷ କରୋନା କଟକଣା ଭିତରେ ଦଶହରା ଅନୁଷ୍ଠିତ ହେଉଛି । କଟକ ସହରରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ଶହେ ଜଣ ପୋଲିସ ଅଫସର ନିୟୋଜିତ ରହିବେ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଦଶହରା ପାଇଁ ସୁରକ୍ଷା…

ପରଲୋକରେ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ

ଭୁବନେଶ୍ୱର: ପରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ । କଟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗୁରୁପଦ ନନ୍ଦଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା…

ଶବ ସତ୍କାର ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦା ସତ୍କାର ଉପରୁ କଟକଣା ହଟିଛି । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର…

ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଆସିଲେ ପ୍ରାର୍ଥୀ

ପାଟନା: ପାଖରେ ଚାରି ଚକିଆ ଗାଡ଼ି ନାହିଁ । ମଇଁଷି ଉପରେ ବସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ । ବିହାରରୁ ଏମିତି ଘଟଣା ସାମନାକୁ ଆସିଛି । ବାହାଦୂରପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ନଚାରୀ ମଣ୍ଡଳ ସମର୍ଥକଙ୍କ ଗହଣରେ ମଇଁଷି ଉପରେ ବସି ପ୍ରାର୍ଥିପତ୍ର…

ଫେବୃଆରୀ ସୁଦ୍ଧା ଅଧା ଭାରତୀୟଙ୍କୁ ହେବ କରୋନା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ…

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ସୋମବାର ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୋମବାର ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ…

୮ ଜିଲ୍ଲାରୁ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: କରୋନା କାୟା ଭିତରେ ରାଜ୍ୟରେ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମହାମାରୀ ୧୧ଶହ ୬୮ ଜୀବନ ନେଲାଣି । 2.A 60-year old male of…

ଦୁଇ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ସହ ଲଢ଼େଇ ଭିତରେ ସାମନାକୁ ଆସିଲା ଭଲ ଖବର । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୦୪ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୧୫ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…