Latest Odisha News

BREAKING NEWS

Browsing Category

ଫିଚର

ଅମାନିଆଙ୍କୁ ସାବାଡ୍ କରିବାକୁ ରାଜଧାନୀରେ ପୋଲିସର ଧରପଗଡ: ୯୦ ବାଇକ୍ ସିଜ୍

ଭୁବନେଶ୍ବର : ସଡକ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟା ଯାଉଛି  । ତଥାପି ଲୋକ ଚେତୁନାହାଁନ୍ତି । ଦିନକୁ ଦିନ ବଢୁଛି ଅମାନିଆଙ୍କ ଉତ୍ପାତ୍ତ । ଯାହାକୁ ନେଇ ଆଜି ଆକ୍ସନ ମୁଡକୁ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି : ରାୟଗଡାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ

ରାୟଗଡା : ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର  ପ୍ରୟାସ ଜାରି ରଖିଛନ୍ତି । ଆଜି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିଛି ରାୟଗଡା ଜିଲ୍ଲା । ଜିଲ୍ଲାକୁ ଡ୍ରୋନରେ ସାହାର୍ଯ୍ୟରେ ଯାଇଛି ମେଡିସିନ୍ । ଡ୍ରୋନ୍ ସାହାଯ୍ୟରେ  ରାୟଗଡା ଜିଲ୍ଲାର…

ଆନନ୍ଦପୁର ପଞ୍ଚୁପଲ୍ଲିରେ ବାଘ ବୁଲିବା ଭିଡିଓ ଭାଇରାଲ ଘଟଣା: ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ୍

ଆନନ୍ଦପୁର: ନୂଆପଡା ବାଘ ଆତଙ୍କ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପାଲି ଗାଁ ନିକଟରେ ବାଘ ବୁଲୁଥିବାର ଖବର ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘଟଣାକୁ ନେଇ ବନ ବିଭାଗ ତଦନ୍ତ କରିଛି  ।…

ଭାରତକୁ ଫାଇନାଲରେ ପଂହଚାଇଛି କୋହଲି-ରୋହିତଙ୍କ ବନ୍ଧୁତା

ଅହମ୍ମଦାବାଦ: ଦୀର୍ଘ ଦିନ ପରେ ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ପଂହଚିଛି । ରବିବାର ଟିମଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନେଇ ଅନେକ ଥିଓରୀ ପ୍ରକାଶ ପାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଧିନାୟକ ରୋହିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ଭେଟି: ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ଗଡିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କ୍ରିକେଟ ମହାକୁ୍ମ୍ଭ ଶେଷ ପର୍ଯ୍ୟାୟରେ । ରବିବାର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପୁରା ବିଶ୍ୱକପରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଥିଲା । ବର୍ତ୍ତମାନ ସୁଦ୍ଧ ଭାରତୀୟ ଟିମ ଗୋଟିଏ ବି ମ୍ୟାଚ ହାରିନି । ଫାଇନାଲ ମ୍ୟାଚ ଅହମ୍ମଦାବାଦର…

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ସୋର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁରରେ  ।  ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା , ସୁନାଗହଣା ଓ  ଗାଡ଼ି ଲୁଟ ହୋଇଛି ।  ଲୁଟର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ…

ବହିଷ୍କୃତ ହେଲେ ଚାଟଜିପିଟି ତିଆରି କରୁଥିବା ଓପେନ ଏଆଇ ସିଇଓ ସାମ ଅଲ୍ଟମନ

ନୂଆଦିଲ୍ଲୀ: ଟେକ ଇଣ୍ଡଷ୍ଟ୍ରିକୁ ଝଟକା ।  ଚାଟ ଜିପିଟି ଓ  ଜିପିଟି-୪ ତିଆରି କରୁଥିବା କମ୍ପାନୀ ଓପେନ ଏଆଇର ସିଇଓ ତଥା କମ୍ପାନୀର କୋ-ଫାଉଣ୍ଡର ସାମ ଅଲ୍ଟମନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ତାଙ୍କୁ ଏହି ପଦବୀରୁ ବହିଷ୍କୃତ କରିଛନ୍ତି  । ଓପେନ…

ବିବାହରେ ବିଳମ୍ବ ହେଉଛି କି ? ଥରେ ଆସନ୍ତୁ ମାଆଙ୍କ ଦରବାର , ପୂର୍ଣ୍ଣ ହେବ ସବୁ ମନସ୍କାମନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ତାହାର ଏୗତିହାସିକ ସଂସ୍କୃତି ଏବଂ ବିବିଧତା ଯୋଗୁଁ ପ୍ରସିଦ୍ଧିଲାଭ କରିଛି । ଏଠାରେ ଅନେକ ମଠ , ମନ୍ଦିର ରହିଛି  । ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ମା ମସାନୀ ଦେବୀଙ୍କ ମନ୍ଦିର  । ଦେଶର କୋଣ ଅନୁକୋଣରୁ ମାଙ୍କୁ ଦର୍ଶନ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି: ଗଣ୍ଡଗୋଳର କାରଣ ଖୋଜି ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ବର : ଭୁବନେଶ୍ବର ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଚିଠିରେ ଦର୍ଶାଇଛନ୍ତି । ୩ ମାସ ହେଲାଣି ଗାଁର ପ୍ରାୟ ୧୫୦ ଲୋକଙ୍କୁ ଗିରଫ କରି ଜେଲ…

ଘରୋଇ ଉପାୟରେ କେମିତି ଆଣିବେ ଚେହେରାରେ ଗ୍ଲୋ ?

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଲୋକମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ  । ନିଜ ତ୍ବଚାରେ ଗ୍ଲୋ ଆଣିବାକୁ କିଏ ବଜାରରୁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରନ୍ତି ତ ଆଉ କିଏ ପାର୍ଲର ଯାଇ ସମୟ ବିତାନ୍ତି ।…