Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି। ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ…

ନୂଆବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ: ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭…

କାଳ ହେଲା କି ଅନଲାଇନ୍ ଗେମ୍ ? ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ ଯାଇଛି । ମୃତକ ଯୁକ୍ତ ଦୁଇରେ ପାଠ ପଢୁଥିବା ଆଶିଷ କୁମାର ମଳିକ ବୋଲି ଜଣାପଡିଛି…

ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ସଜେଇ ହେଲାଣି ପଡିଆ : ଆଜିଠୁ ପ୍ଲଟ୍ ନିଲାମ ପ୍ରକ୍ରିୟା

କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା  । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା  । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ  । ପ୍ରଶାସନ ବି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚଳିତବର୍ଷ ବାଲିଯାତ୍ରା…

୧୪ରେ ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ନଭେମ୍ବର ୧୪ ତାରିଖ ସୁଦ୍ଧା ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହା ନଭେମ୍ବର ୧୬ ତାରିଖ ସୁଦ୍ଧା କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପ ସାଗରରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଘନୀଭୂତ ହେବା  ପୂର୍ବରୁ ଏହା ପଶ୍ଚିମ-ଉତ୍ତରପଶ୍ଚିମ…

ମୋ ହାତରେ ଦୁଇମାସର ଜୀବନ..କୁନି ଝିଅକୁ ଛାଡି ମୁଁ ଚାଲିଯିବି..ସୋସିଆଲ ମିଡିଆରେ ଏମିତି ଭାବବିହ୍ୱଳ ପୋଷ୍ଟ କଲେ…

‘ମୋ ପାଖରେ ଆଉ ଦୁଇମାସର ସମୟ । ଦୁଇମାସ ପରେ ମୋର ଏଇ କୁନି ଝିଅକୁ ଏକା କରି ମୋତେ ଯିବାକୁ ପଡିବ ସେଇ ଅଫେରା ରାଇଜକୁ ।  ମୋ ଝିଅର ଥିରିଥିରି ଚାଲି ମୁଁ ଦେଖିପାରିବିନ । ତାର ଦରୋଟି କଥା ଶୁଣିବା ମୋ ଭାଗ୍ୟରେ ନାହିଁ ।  ଏସବୁ ଭାବିଲା ବେଳକୁ ବହୁତ କଷ୍ଟ ହେଉଛି । ଆଖି ଓଦା ହୋଇ…

ସିସିଟିଭିରେ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା  । ସିସି ଟିଭିରେ କଏଦ ହୋଇଛି ପୁରା ଦୃଶ୍ୟ  । ଏ ନେଇ ଆଉ ଏକ ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । କିପରି ଯୁବକମାନେ  ଥାନା ମଧ୍ୟକୁ ପ୍ରବେଶ କରୁଛନ୍ତି  । ଟେବୁଲ , ଚେୟାର ସବୁକୁ ଭଙ୍ଗାରୁଜ୍ଜା କରୁଛନ୍ତି । ଥାନାରେ ଥିବା କାଗଜପତ୍ର ଗୁଡିକୁ…

ନିଜ ହତ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ମୋର ମର୍ଡର ହୋଇନାହିଁ । ମୁଁ ଜୀବିତ । ମୋତେ କେହି ହତ୍ୟା କରିନାହାନ୍ତି । ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ।  ଏମିତି ଦାବି ନେଇ ଉତ୍ତରପ୍ରଦେଶ ପିଲଭିଟର ଜଣେ ଏଗାର ବର୍ଷର ଶିଶୁ ସୁପ୍ରିମକୋର୍ଟ ଡିଭିଜନାଲ ବେଞ୍ଚରେ ହାଜର ହୋଇଥିଲା । ସୁପ୍ରିମକୋର୍ଟ ଏହି ସ୍ୱତନ୍ତ୍ର…

ଜାଣନ୍ତୁ ମଣି ପର୍ବତର ରହସ୍ୟ : ଯେଉଁଠି ଝୁଲା ଝୁଲୁଥିଲେ ପ୍ରଭୂ ଶ୍ରୀରାମ ଏବଂ ମାତା ସୀତା , ସ୍ମୃତିରେ ପାଳନ ହୁଏ…

ଅଯୋଧ୍ୟା : ଭାରତରେ ଅନେକ ଧାର୍ମିକ ସ୍ଥଳୀ ରହିଛି  । ସେଥିମଧ୍ୟରୁ ଅଯୋଧ୍ୟାରେ ଥିବା ମଣିପର୍ବତ ଅନ୍ୟତମ  । ପୌରାଣିକ ମତ ଅନୁଯାୟୀ ଏଠାରେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ବିବାହ କରି ଅଯୋଧ୍ୟା ଆସିଥିଲେ । ସେତେବେଳେ ରାଜା ଜନକ ମହାରାଜା ଦଶରଥଙ୍କୁ ଉପହାର ସ୍ବରୂପ ରେ ଅନେକ ମଣି…

ଖୋଲା ସ୍ଥାନରେ ଫୁଟାଇପାରିବେ ସବୁଜ ବାଣ : ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ସମଗ୍ର ପରିବେଶ  । ପ୍ରତି ବର୍ଷ ଲୋକେ ପ୍ରବଳ ମାତ୍ରାରେ ବାଣ ଫୁଟାଇଥାନ୍ତି  । ମାତ୍ର ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…