Latest Odisha News

BREAKING NEWS

Browsing Category

ଫିଚର

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ସେନାକୁ ପ୍ରସ୍ତୁତ ରହିବା ପାଇଁ କହିଲେ ଜିନିପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ, ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁସାରେ ସରକାରୀ ଚାକିରୀରେ ଏଣିକି ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବର କଂଗ୍ରେସ ସରକାର ସିଭିଲ ସର୍ଭିସେସ ନିୟମ ୨୦୨୦କୁ ଅନୁମୋନ କରିଛି ।…

ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି…

ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ:ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ସଙ୍ଗୀତ, ଭାଷା, କଳା, ରଚନାତ୍ମକତା, ଏବଂ ସଂସ୍କୃତି ନଷ୍ଟ କରିଥିବାରୁ ଜନସାଧାରଣ ବଲିଉଡ ନାଁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି, ପୀଡିତା ବୟାନ ବଦଳାଇଲେ

ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି । ବର୍ଷକ ତଳେ ତାଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିବା ପୀଡିତା କୋର୍ଟରେ ନିଜୟ ବୟାନ ବଦଳାଇଛନ୍ତି । ୨୩ ବର୍ଷୀୟା ଏହି ଆଇନ ବିଭାଗ ଛାତ୍ରୀ ସମସ୍ତ ସଙ୍ଗୀନ ଅଭିଯୋଗକୁ…

ସେନା ପାଇଁ ସର୍ବଦା ଡିଆରଡିଓ ପ୍ରସ୍ତୁତ

ନୂଆଦିଲ୍ଲୀ:ଡିଆରଡିଓ ଭାରତରେ ସମସ୍ତ ପ୍ରକାର କ୍ଷେପଣାସ୍ତ୍ର ପ୍ରସ୍ତୁତ କରିପାରିବ ବୋଲି ଏହାର ମୁଖ୍ୟ ଜି.ସତୀଶ ରେଡ୍ଡୀ ଦୃଢ଼ତା ସହକାରେ କହିଛନ୍ତି। ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବା ନେଇ ଆମେ ସକ୍ଷମ ବୋଲି ସେ କହିଛନ୍ତି । ୪୦ ଦିନ ମଧ୍ୟରେ ୧୦ ଭିନ୍ନ ଭିନ୍ନ ଧରଣର ମିସାଇଲର ସଫଳ…

ବଡ ବନ୍ୟା ଆଶଙ୍କା ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର: ଅବପାତ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ…

ସରିଲା ସୁଟିଂ, ଏକାଠି ନଜର ଆସିବେ ସ୍ୱୟମ-ପ୍ରକୃତି

ଭୁବନେଶ୍ୱର: ଖୁବଶୀଘ୍ର ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଗାୟକ ସ୍ୱୟମ୍ ପାଢ଼ୀ । ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ତାଙ୍କ ସୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏକ କଭର୍‌ ଗୀତରେ ଏକାଠି ନଜର ଆସିବେ…

ଡ୍ୟାନ୍ସ କଲେ ଡୋନାଲ୍ଡ ଟ୍ରମ୍ପ, କ୍ୟାମ୍ପେନ ଷ୍ଟେଜରେ ନାଚିଲେ

ଫ୍ଲୋରିଡା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି । ରାଜନୈତିକ ପାଣିପାଗ ଗରମ । ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଜିତିବା ଲକ୍ଷ୍ୟରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କରୋନାରୁ ସୁସ୍ଥ ହେବା ପରେ ନିର୍ବାଚନ ରାଲି କରୁଛନ୍ତି । ଫ୍ଲୋରିଡାରେ…

ଶ୍ରୀକ୍ଷେତ୍ରରେ ଶ୍ରୀସେତୁ ପାଇଁ ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବାକୁ ପ୍ରୟାସ । ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି ଆରମ୍ଭ ହୋଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର ଲୋକେ…