Latest Odisha News

BREAKING NEWS

Browsing Category

ଫିଚର

ସାରୁଅରେ ଜମି ଦୁର୍ନୀତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି ଜବରଦଖଲ ଅଭିଯୋଗ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରାକର । ଏନେଇ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ…

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରିଲା ୪ ମାସ, ଭଉଣୀ ଶ୍ୱେତା ସେୟାର କଲେ ଭିଡିଓ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ୪ ମାସ ପୁରିଛି । ତେବେ ଏଯାଏଁ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି । ଏନ୍‌ସିବି ଓ ଇଡି ମଧ୍ୟ ଏହି ମାମଲାର ଖୋଲତାଡ କରୁଛିି । ସେପଟେ…

IPL ମହାସମର: ଦିଲ୍ଲୀଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ରାଜସ୍ଥାନ

ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ…

କରୋନା ନେଲା ଆଉ ୧୫ ଜୀବନ, କଟକରୁ ସର୍ବାଧିକ ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୫ ଜଣ ମୃତକଙ୍କ ମଧ୍ୟରୁ କଟର ଜିଲାରୁ ସର୍ବାଧିକ ୩…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ୨୬ ତାରିଖକୁ ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସାମାନ୍ୟ ଆଶ୍ୱସ୍ତି । ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଲା ଦିଲ୍ଲୀପ ରାୟ ଓ ଅନ୍ୟ ଦୋଷୀଙ୍କ ବିରୋଧରେ ଦଣ୍ଡ ଶୁଣାଣି । ଆଜି ମାମଲାରେ ଦଣ୍ଡ ବିଧାନ ଥିଲା । ଏହାକୁ…

ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୨,୬୦୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୯୩ ହେଉଛି ଲୋକାଲ୍ କେସ୍‌। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି ।…

ବଗଲା ପାଇଁ ବିଜେପିର ପଦଯାତ୍ରା

ପୁରୀ: ବଗଲା ଧର୍ମଶାଳା ପାଇଁ ବିଜେପିର ବିରାଟ ପଦଯାତ୍ରା । ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭଯାତ୍ରା ବାହାରିଛି । ପଦଯାତ୍ରାରେ ପୁରୀରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ସିଂହଦ୍ୱାରଠାରୁ…

ମାଓ କ୍ୟାମ୍ପ ଉପରେ ଚଢ଼ାଉ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଦନ୍ତେୱାଡାର ଫେରେସା ଜଙ୍ଗଲରେ ଏକ ବଡ ଧରଣର ମଓ ଶିବିର ଥିବା ଖବର ପାଇ ଛତିଶଗଡ ପୋଲିସ ଓ ସିଆର୍‌ଫିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ…

ଏମିତି କରି ମହାମାରୀକୁ ମାତ ଦେଲେ ଉପରାଷ୍ଟ୍ରପତି, ସେୟାର କଲେ ସିକ୍ରେଟ୍

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ । ୭୧ ବର୍ଷ ବୟସରେ ଡାଏବେଟିସ୍ ଓ ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବି କରୋନା ସହ ଲଢ଼େଇରେ ସେ ବିଜୟୀ ହୋଇଛନ୍ତି । କେମିତି ମହାମାରୀକୁ ମାତ ଦେଲେ ତାର ସିକ୍ରେଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

ବସ୍‌କୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର: ଯାତ୍ରୀବାହୀ ବସ୍‌କୁ ମୋଟା ଅଙ୍କର ଫାଇନ୍ । ୫ ଲକ୍ଷ ୬୬ ହଜାର ଟଙ୍କାର ଫାଇନ୍ କରିଛି ଭୁବନେଶ୍ୱର ଆର୍‌ଟିଓ-୨ । କରୋପୁଟ-ଭୁବନେଶ୍ୱରକୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ ଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ ନଥିବାରୁ ଭୁବନେଶ୍ୱର ଆର୍‌ଟିଓ-୨ ଏହି ମୋଟା ଅଙ୍କର ଜରିମାନା କରିଛି ।…