Latest Odisha News

BREAKING NEWS

Browsing Category

ଫିଚର

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କୁ କରୋନା

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ କରୋନା ସଂକ୍ରମିତ । ବାରୋନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ୧୪ ବର୍ଷୀୟ ବାରୋନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ଓ୍ୱାଶିଂଟନର ଏକ ଘରୋଇ ସ୍କୁଲରେ…

ରାତିରେ ଜଳିଗଲା ସପିଂ ମଲ

ରାଇରଙ୍ଗପୁର: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ନିଆଁ ଲାଗି ଏକ ସପିଂ ମଲ ଛାରଖାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଜି ସକାଳେ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରବଳ ନିାଁ ଓ ଧୂଆଁରେ ସାରା ଅଞ୍ଚଳ…

କଟକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

କଟକ: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତ ଗିରଫ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ୨୪ ଘଣ୍ଟା…

ଦିଲ୍ଲୀର ଘାତକ ବୋଲିଂ ଆଗରେ ଆଣ୍ଠେଇଲା ରାଜସ୍ଥାନ

ଦୁବାଇ: ଶିଖର-ଶ୍ରେୟସଙ୍କ ବ୍ୟାଟିଂ ଓ ଘାତକ ବୋଲିଂ ଯୋଗୁ ଆଇପିଏରେ ପୁଣି ଥରେ ରାଜସ୍ଥାନକୁ ହରାଇଛି ଦିଲ୍ଲୀ । ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୫-୧୦-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୫ ରିଖ ଗୁରୁବାର କନ୍ୟା ୩୦ ଦିନ ଆଶ୍ୱୀନ ମଳ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର   ଘାତ ବାର:- ତୁଳା ଓ କୁମ୍ଭ ରାଶିର   …

ମୁଲାୟମ ସିଂହ ଯାଦବ ଓ ପତ୍ନୀ କରୋନା ସଂକ୍ରମିତ, ମେଦାନ୍ତରେ ଭର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ କରୋନା ସଂକ୍ରମିତ । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । समाजवादी…

୬ ମାସ ପରେ ଆଜିଠୁ ଖୋଲୁଛି ସିନେମା ହଲ୍, ଏମିତି ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ: ମାର୍ଚ୍ଚ ପରଠାରୁ ବନ୍ଦ ରହିଛି ସିନେମା ହଲ । କେନ୍ଦ୍ର ସରକାର ଅନଲକ-୫ରେ ଆଜିଠାରୁ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଥିଲେ । କୋଭିଡ୍ କଟକଣା ଭିତରେ ଆଜିଠୁ ଖୋଲୁଛି । ସିନେମା ହଲ ବନ୍ଦ ରହିବା ଯୋଗୁଁ ଏଣ୍ଟରଣ୍ଟେନମେଣ୍ଟ ଇଣ୍ଡଷ୍ଟ୍ରିର ବ୍ୟାପକ କ୍ଷତି ହୋଇଛି । ସିନେମା…

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାପକ ଜନସଚେତନତା ଓ କୋଭିଡ୍…

କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ: ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା । ସର୍ଟସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମଙ୍ଗଳବାର ମୁମ୍ବାଇ-ଆଗ୍ରା ରାଜମାର୍ଗରେ ପିମ୍ପଲଗାଓ ବସବନ୍ତ ଟୋଲ ପ୍ଲାଜା ନିକଟରେ ଏହି…

ଧାୱନ, ଆୟାରଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୭

ଦୁବାଇ:ଚଳିତ ଆଇପିଏଲର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେଉଛି । ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ବିଜୟ ପାଇଁ ୧୬୨ ରନ ଆବଶ୍ୟକ କରୁଛି । ଶିଖର…