Latest Odisha News

BREAKING NEWS

Browsing Category

ଫିଚର

ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍ : ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ଖାଇକୁ ଖସିପଡିଲା ଜିପ୍  । ଫଳରେ ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏମିତି କିଛି ଘଟଣା ଘଟିଛି ନୈନିତାଲରେ । ଆଜି ସକାଳେ ନୈନିତାଲର ଓଖଲକାଣ୍ଡା ଗାଁ ନିକଟରେ ଏକ ଜିପ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦୦ ମିଟର ଏକ ଖାଇକୁ ଖସି ପଡିଥିଲା । ମିଳିଥିବା ସୂଚନା…

ଜଗତସିଂହପୁରରେ ହିଟ ଆଣ୍ଡ ରନ କେସ: ଦୁଇ ଆଇଓସିଏଲ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  ଏକ ଏସୟୁଭି  ଆଇଓସିଏଲ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଘୋଷାରି…

ଫାଇନାଲ ପାଇଁ ଟିମ ଇଣ୍ଡିଆ ଏହି ଗୁରୁମନ୍ତ୍ର ଆପଣାଇବ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମ୍ୟାଚରୁ ଭାରତ ଅନେକ ଶିକ୍ଷା ଲାଭ କରିଛି । ଫାଇନାଲ ପାଇଁ…

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି…

ଟନେଲ ଭିତରେ ୬ଷ୍ଠ ଦିନ: ଫସିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କଲେ ଡାକ୍ତର

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କର ଆଜି ୬ଷ୍ଠ ଦିନ । ୧୨୦ଘଣ୍ଟାରୁ ଅଧିକ ଦିନ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଏତେ ସମୟ ସୁଡଙ୍ଗ ଭିତରେ ରହିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚିନ୍ତା ବଢିଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ…

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ : ହୋଟେଲ, ଫ୍ଲାଇଟ ଦର ଆକାଶଛୁଆଁ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ବର୍ତମାନ ଉତ୍ସବ ମୁଖରିତ ପରିବେଶ ସୃଷ୍ଟି ହୋଇଛି । ଘରୋଇ ପରିବେଷରେ ଭାରତ…

କାହିଁକି ମାଆ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯାଏ ବନାରସୀ ଶାଢୀ ? କଣ ରହିଛି ପରମ୍ପରା…

ନୂଆଦିଲ୍ଲୀ: ମାଆ କାଳୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ  । ଯାହାଙ୍କୁ ଡାକିଲେ ଓ କରନ୍ତି  । ଏମିତି ଏକ ପ୍ରସିଦ୍ଧ ମନ୍ଦିର ହେଉଛି କୋଲକାତାର ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ।  ଏହି ମନ୍ଦିର କେବଳ ବଙ୍ଗଳା ନୁହେଁ ସମଗ୍ର ଦେଶରେ ଅନ୍ୟତମ ପ୍ରମୁଖ ମନ୍ଦିର ଅଟେ। କୋଲକାତାର ହୁଗଲି ନଦୀ କୂଳରେ…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ୧୨୦ଦିନ ମଧ୍ୟରେ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ : ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏନଓସି ।  ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ…

ଶୀତ ଦିନେ ପିଅନ୍ତୁ ଏହି ଜୁସ୍ : ଅନେକ ରୋଗରୁ ମିଳିବ ଉପଶମ….

ନୂଆଦିଲ୍ଲୀ : ଶୀତ ଦିନେ ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ବେଳେ ବେଳେ ଲୋକମାନେ ଦ୍ବନ୍ଦ୍ବ ରେ ରହିଥାନ୍ତି କି ଶୀତଦିନେ କଣ ଖାଇଲେ , ତାହା ଆମ ସ୍ବାସ୍ଥ୍ୟ ପାଇଁ ହିତକାରୀ ହୋଇଥାଏ  । କିଛି ଲୋକ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଭଲ ପାଆନ୍ତି ତ ଆଉ…

ନିଆରା ମନ୍ଦିର: ଏଠାରେ ଦିଅଁ କୁହନ୍ତି ପାଣିପାଗ କଥା…

ନୂଆଦିଲ୍ଲୀ: ବହୁ ପ୍ରାଚୀନ ଆମ ଜଗନ୍ନାଥ ସଂସ୍କୃତି  । ମହାପ୍ରଭୂ ଜଗନ୍ନାଥ କେବଳ ଓଡିଆଙ୍କ ଠାକୁର ନୁହଁନ୍ତି , ସେ ହେଉଛନ୍ତି ସାରା ଜଗତର ଠାକୁର  ।  ସେ ହେଉଛନ୍ତି ଭାବର ଠାକୁର  । କୁହନ୍ତି ବିଶ୍ବାସ ସହକାରେ ଯିଏ ତାକୁ ଡାକିଛି , ସେ କେବେ ଖାଲି ହାତରେ ଫେରିନି  । ପୁରୀରେ ରହିଛି ବିଶାଳ…