Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ବାହାରିଲା, ଟିକେଟ ଲବି ଜୋରଦାର

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି…

ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ; ସୋସିଆଲ୍ ମିଡିଆରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ । ଏନେଇ କର୍ତ୍ତୃପକ୍ଷ ସୋସିଆଲ୍ ମିଡିଆରେ ନିବେଦନ କରିଛନ୍ତି । https://twitter.com/ddnandankanan/status/1314155473021542400?s=19 ସୂଚନାନୁଯାୟୀ…

ଦେଶରେ କରୋନା ଟ୍ରେଣ୍ଡ: ଦୈନିକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ପ୍ରାଣ ହରାଇଛନ୍ତି ଆଉ ୯୬୪ ଆକ୍ରାନ୍ତ…

ଆଜି ଲଘୁଚାପ, କାଲି ଡିପ୍ରେସନ୍, ୧୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ୍ରେସନର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଡିପ୍ରେସନର ଧୀରେ ଧୀରେ…

ଆଜି ପାଟନା ନିଆଯିବ ପାଶଓ୍ୱାନଙ୍କ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପାଟନାରେ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନଙ୍କ ଶେଷକୃତ୍ୟ । ଆଜି ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଭିମୁଖେ ନିଆଯିବ । ଆଜି ହସ୍ପିଟାଲରୁ ମରଶରୀରକୁ ଦିଲ୍ଲୀ ଜନପଥ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ…

ତିର୍ତ୍ତୋଲ୍ ଓ ବାଲେଶ୍ୱର ଉପନିର୍ବାଚନ; ପୋଷ୍ଟାଲ୍ ବାଲାଟରେ ଭୋଟ ଦେବେ କୋଭିଡ ଭୋଟର

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଶୁକ୍ରବାର ଦିନ ଏହି ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପରିପ୍ରେକ୍ଷୀରେ ଯେଉଁ ଭୋଟର ମାନେ କୋଭିଡ ସଂକ୍ରମିତ ଓ ବୟସ୍କ ହୋଇଥିବେ, ସେମାନେ…

ଖୋର୍ଦ୍ଧା ମଳିପଡା ନିକଟରେ ପଡିଛି ମାଈହାତୀର ମୃତଦେହ

ଖୋର୍ଦ୍ଧା: ପୁଣି ଏକ ହାତୀତ ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡର ମଳିପଡ଼ା-ଦଲକ ରାସ୍ତା ମଝିରୁ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ହାତୀର…

ମନ୍ଦିର ଖୋଲିବା ପ୍ରସଙ୍ଗ: ଆଜିଠୁ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ: ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଆକ୍ସନ ପ୍ଲାନ ମାଗିଛନ୍ତି । ଏହାପରେ ଆଜିଠୁ ବସୁଛି ଶ୍ରୀମନ୍ଦିର ପ୍ରଶାସନର ବୈଠକ । ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସିବ । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ ।…

ଯୌତୁକ ନିର୍ଯାତନା ଅଭିଯୋଗରେ ଆର୍ମି ଅଫିସର ଗିରଫ

ଭୁବନେଶ୍ୱର: ସେନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଯୌତୁକ ନିର୍ଯାତନା। ସ୍ତ୍ରୀଙ୍କ ଅଭିଯୋଗ ପରେ ଜଣେ ଆର୍ମି ଅଫିସରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ତାଙ୍କ ନାଁ ସୌମ୍ୟରଞ୍ଜନ ପତି । ସେ ଜଣେ ମେଜର ବୋଲି ଜଣାପଡ଼ିଛି । ଫରିଦାବାଦରେ କାର୍ଯ୍ୟରତ ଥିଲେ ସୌମ୍ୟରଞ୍ଜନ ।…

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।…