Latest Odisha News

BREAKING NEWS

Browsing Category

ଫିଚର

ଆଜି ୱାର୍ଲଡ ଅକ୍ଟୋପସ୍‌ ଡେ

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ବିଶ୍ବ ଅକ୍ଟୋପସ୍‌ ଦିବସ। ଅକ୍ଟୋପସ୍‌ର ସୃଷ୍ଟି ତିରିଶ କୋଟି ବର୍ଷ ତଳେ ହୋଇଥିଲା। ଅର୍ଥାତ୍‌ ଏହା ଡାଇନେସର୍‌ ଠାରୁ ମଧ୍ୟ ପୁରୁଣା। ଏହାର ମସ୍ତିଷ୍କରେ ନ୍ୟୁରନ୍‌ ସଂଖ୍ୟା ପଚାଶ କୋଟିରୁ ଅଧିକ। ଏଯାବତ୍‌ ତିନି ଶହ ପ୍ରଜାତିର…

ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ…

ରାହୁଲଙ୍କ ଅର୍ଦ୍ଧଶତକ ସତ୍ୱେ କୋଲକାତାର ଆଭରେଜ ସ୍କୋର, ଚେନ୍ନାଇ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୬୮ ରନର ବିଜୟଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା । ରାହୁଲ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଚେନ୍ନାଇ ବୋଲରଙ୍କ ଉଚିତ…

ଆତ୍ମହତ୍ୟା କଲେ ନାଗାଲ୍ୟାଣ୍ଡର ପୂର୍ବତନ ରାଜ୍ୟପାଳ,ସିବିଆଇ ମୁଖ୍ୟ ଅଶ୍ୱୀନ କୁମାର

ଶିମଲା: ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱିନ କୁମାର ବୁଧବାର ତାଙ୍କ ଶିମଲା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ହିମାଚଳପ୍ରଦେଶର ପୂର୍ବତନ ଡିଜିପି ଅଶ୍ୱୀନ କୁମାର ଅନ୍ୟମାନଙ୍କ ପାଇଁ ଆଦର୍ଶ ଥିଲେ । ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ…

୫ ଜି ଟେକ୍ନୋଲୋଜି ପାଇଁ ଭାରତ-ଜାପାନ ମଧ୍ୟରେ ବୁଝାମଣା, ଚୀନ ଆଉଟ

ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ନେଇ ଭାରତ-ଜାପାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ପୂର୍ବରୁ ଏହି ସବୁ ଜ୍ଞାନକୌଶଳ ପାଇଁ ଚୀନକୁ ଭାରତ ବିଭିନ୍ନ ପ୍ରକଳ୍ପ ଦେଇଥିଲା । ଚୀନର କମ୍ପାନୀଗୁଡିକୁ ଧିରେ ଧିରେ ଏହି ସବୁ ପ୍ରକଳ୍ପରୁ ବାଦ୍ ଦିଆଯାଉଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୪୫୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୫୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୫୭୧ ଜଣ, କଟକରୁ ୨୯୨ ଜଣ, ପୁରୀରୁ ୨୫୪ ଜଣ, ଅନୁଗୁଳରୁ ୧୭୫ ଜଣ, ଯାଜପୁରରୁ ୧୬୬ ଜଣ, ବରଗଡ଼ରୁ ୧୩୩ ଜଣ,…

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ କୋଲକାତା

ଆବୁଧାବି: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତିକ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ତାର ଚୂଡାନ୍ତ ଏକାଦଶରେ କୌଣସି…

ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ବବିତା ଫୋଗାଟ

ଚଣ୍ଡିଗଡ଼: ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ​​ଅସଫଳ ହୋଇଥିବା ଚାମ୍ପିୟନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗାଟ ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅନୁମାନ କରାଯାଉଛି।…

ଶଶିକଳାଙ୍କ ୨ହଜାର କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବାନ୍ଧବୀ ଭିକେ ଶଶିକଳା ଆୟ ବର୍ହିଭୂତ ସମ୍ପତି ରଖି ଫସିଛନ୍ତି । ଆୟକର ବିଭାଗ ବନାମୀ ପ୍ରୋହିବିଟେଶନ ନିୟମ ଅନୁଯାୟୀ ତାଙ୍କର ୨ ହଜାର କୋଟି ଟଙ୍କାର ସମ୍ପତି ଜବତ କରିଛନ୍ତି । ଏଥିରେ ୩୦୦ କୋଟି ଟଙ୍କା ମୂଲ୍ୟର ଜମି ରହିଛି ।…

ଦେଖନ୍ତୁ କିପରି ପାଳନ ହେଲା ୱାଜିଦ ଖାନଙ୍କ ୪୩ତମ ଜନ୍ମଦିନ

ମୁମ୍ବାଇ: ବଲିଉଡର ମ୍ୟୁଜିକ୍ କମ୍ପୋସର ଯୋଡ଼ିର ଅର୍ଦ୍ଧେକ, ୱାଜିଦ୍ ଖାନ୍ ଚଳିତ ବର୍ଷ ଜୁନ୍ ମାସରେ ୪୨ବର୍ଷ ବୟସରେ ଦେହାନ୍ତ କରିଥିଲେ। ବୁଧବାର ୱାଜିଦଙ୍କ ୪୩ତମ ଜନ୍ମଦିନ ହୋଇଥାନ୍ତା । ଏହି ଅବସରରେ ସଲମାନ ଖାନ ଏବଂ ତାଙ୍କ ଭାଇ ସୋହେଲ, ସ୍ୱର୍ଗତ ୱାଜିଦଙ୍କ ଭାଇ ସାଜିଦ ଖାନଙ୍କ ସହ…