Latest Odisha News

BREAKING NEWS

Browsing Category

ଫିଚର

କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୂର୍ତ୍ତି ଗୁଡିକୁ ଶେଷ ସ୍ପର୍ଶ ଦେଉଛନ୍ତି…

ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ  । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର  । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା  । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ ଶେଷ ପର୍ଯ୍ୟା୍ୟରେ ପହଂଚିଛି । କିମ୍ବଦନ୍ତୀ ଅନୁସାରେ ମାଁ ଭଦ୍ରକାଳୀଙ୍କ ନାମ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ସହରର ରାତି ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର…

ଶରୀର ପାଇଁ କେଉଁ ଫଳ ଲାଭଦାୟକ ?

ନୂଆଦିଲ୍ଲୀ : ଆଜି କାଲିକା ସମୟରେ ସୁସ୍ଥ ଜୀବନଶୈଳୀ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । କିଏ ସୁସ୍ଥ ରହିବାକୁ ସକାଳେ ଫଳ ଖାଏ ତ ଆଉ କିଏ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟକୁ ନିଜ ସକାଳ ଜଳଖିଆରେ ସାମିଲ କରନ୍ତି । ଆସନ୍ତୁ ଜାଣିବା କେଉଁ ସବୁ ଫଳ ଆମ ସ୍ବାସ୍ଥ୍ୟ ଉପଯୋଗୀ । ଅନେକ ଫଳ ରହିଛି ,…

ବଦ୍ରିନାଥ ଧାମରେ ଭଗବାନଙ୍କ ନିକଟରେ କାହିଁକି ବାଜେନି ଶଙ୍ଖ : କଣ ରହିଛି ପୌରାଣିକ ମତ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  ।…

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’: ୫ ଦିନ ଧରି ଅସୁ୍ସ୍ଥ ଥିଲା

ଭୁବନେଶ୍ୱର:୫ ଦିନ ଧରି ଅସୁସ୍ଥ ଥିବା ବିନି ଆଖି ବୁଜିଲା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଇସ୍ରାଏଲି ସିଂହୀ ବିନିର ବୟସାଧିକ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା । ବିନି ଗତ ୫ ତାରିଖରୁ ଅସୁସ୍ଥ ଥିଲା । ୩ ଜଣିଆ ଡାକ୍ତରୀ ଟମ ତାର ଚିକିତ୍ସା…

ସାଙ୍ଗ ଜନ୍ମଦିନକୁ ଯାଇଥିଲେ, ୮ ଦିନ ପରେ ନଈକୂଳରୁ ମିଳିଲା ମୃତଦେହ

ମାଲକାନଗିରି: ସାଙ୍ଗ ଜନ୍ମଦିନରେ କେକ କାଟିବାକୁ ଯାଇ ଘରକୁ ଫେରି ନ ଥିଲେ ୨୨ ବର୍ଷର ଯୁବକ । ଅନେକ ଆଡ ଖୋଜାଖୋଜି କଲେ । ପୋଲିସରେ ଏଫଆଇଆର ରୁଜୁ କଲେ । ହେଲେ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ୮ ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ ।…

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…

ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚିଲ, ଶାଗୁଣାଙ୍କୁ ବ୍ୟବହାର କରୁଛି ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ଏକ ମାସରୁ ଊର୍ଦ୍ଧ୍ୱ ଦିନ ହୋଇ ଗଲାଣି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କେତେକ ଲୋକ ନିଖୋଜ ଅଛନ୍ତି । ସେମାନେ ବଂଚିଛନ୍ତି କି ନାହିଁ ତାହା ଜାଣିବା ସହ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ଅଭିନବ ଉପାୟ ଅବଲମ୍ବନ…

ପାକିସ୍ତାନରେ ଭାରତର ଶତ୍ରୁ ନିପାତ: ଲଶ୍କର କମାଣ୍ଡର ଅକରମ ଗାଜିକୁ ଗୁଳି କରି ହତ୍ୟା

ଇସଲାମବାଦ: ପାକିସ୍ତାନରେ ଭାରତର ଏକ ବଡ ଶତ୍ରୁ ନିପାତ । ଲସ୍କର ଏ-ତୈୟବାର ପୂର୍ବ କମାଣ୍ଡର ଅକରମ ଖାନ ଓରଫ ଅକରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକରମ ଜଣେ କଟ୍ଟର ଭାରତ ବିରୋଧୀ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କରୁଥିଲେ । ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲକ୍ସରର ଯୋଗ ଦେଇ…