Latest Odisha News

BREAKING NEWS

Browsing Category

ଫିଚର

ଆଣ୍ଟି-ସିଏଏ ହିଂସା: କ୍ୟାମ୍ପସରେ ଘଟଣାର ପୁନଃ ତଦନ୍ତ ଦାବି କଲେ AMU ଛାତ୍ର

ଅଲିଗଡ: ଅଲିଗଡ ମୁସଲିମ ୟୁନିଭରସିଟି (ଏମୟୁ) ଛାତ୍ରମାନେ ଡିସେମ୍ବର ୧୫ରେ ଘଟିଥିବା CAA ବିରୋଧୀ ହିଂସା ଘଟଣାର ପୁନଃ ଯାଞ୍ଚ ଦାବୀ କରିଛନ୍ତି । ତତ୍ ସହିତ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ବିରୋଧରେ  ରୁଜୁ ହୋଇଥିବା ମାମଲା ଉଠାଇନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ବୁଧବାର ଦିନ…

କାନାଡାରେ ଭୟଙ୍କର ହେଉଛି କରୋନା ସ୍ଥିତି

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ କାନାଡାରେ କରୋନା ସ୍ଥିତି ଭୟଙ୍କର ହେଉଛି ବୋଲି ବୁଧବାର ଦିନ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଦେଶବାସୀଙ୍କୁ…

ଦିଲ୍ଲୀ ଦଙ୍ଗା ମାମଲା: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ଥିଲେ ସାମିଲ!!

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାରଣ ଦର୍ଶାଇ ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦଙ୍କ ନାମ ମଧ୍ୟ ରହିଛି । ସେପ୍ଟେମ୍ବର ୧୭ ରେ ଦାଖଲ ହୋଇଥିବା ୧୭୦୦୦ ପୃଷ୍ଠାର ଚାର୍ଜସିଟରେ ଜଣେ…

କେନ୍ଦ୍ରୀୟ ଖାଦ୍ୟଶସ୍ୟ ଆବଣ୍ଟନରେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ଅଭିଯୋଗ ଆଣିଲେ ସାଂସଦ

ଭୁବନେଶ୍ୱର: କେନ୍ଦ୍ରୀୟ ଆବଣ୍ଟିତ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନକୁ ଓଡିଶା ରାଜ୍ୟ ସରକାର ଠିକ ଭାବରେ ପରିଚାଳନା କରୁନଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ । ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଅଭିଯୋଗ କରିଛନ୍ତି ଯେ ପ୍ରକୃତ ହିତାଧିକାରୀ ଓ…

ରକୁଲଙ୍କୁ ମିଳିଛି ଏନସିବି ସମନ୍‌; କାଲି ହେବେ ହାଜର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗୁରୁବାର ଦିନ ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରକୁଲ ପ୍ରିତ ସିଂହଙ୍କୁ ହାଜିର ହେବା ପାଇଁ ସମନ୍ କରିଥିଲା । ସମନ୍ ପରେ ସିମୋନ…

କେନ୍ଦ୍ରୀୟ ରେଲୱେରେ ନିଯୁକ୍ତି ସୁଯୋଗ: ପଢନ୍ତୁ କ’ଣ ଯୋଗ୍ୟତା ଆବଶ୍ୟକ

ଭୁବନେଶ୍ୱର: କେନ୍ଦ୍ରୀୟ ରେଳ ଜୁନିଅର ଏବଂ ସିନିୟର କିରାଣୀ ପଦ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।  ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅକ୍ଟୋବର ୫ କିମ୍ବା ପୂର୍ବରୁ ନିର୍ଦ୍ଦିଷ୍ଟ ଆବେଦନ ଫର୍ମାଟ୍ ମାଧ୍ୟମରେ କେନ୍ଦ୍ରୀୟ ରେଳ ନିଯୁକ୍ତି ୨୦୨୦ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର…

ଡ୍ରଗ୍ସ ଲିଙ୍କ: ବଲିଉଡ ପରେ ଏବେ ଏନ୍‌ସିବି ସ୍କାନରରେ ଟେଲି କଳାକାର

ମୁମ୍ବାଇ: ବଲିଉଡ ପରେ ଏବେ ପାଳି ଟେଲିଭିଜନ ଦୁନିଆର । ଏନ୍‌ସିବି ସ୍କାନରେ ଟେଲି କଳାକର । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ପୁରାପୁରି ଆକ୍ସନ ମୋଡରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏବେ ସୁଦ୍ଧା ବଲିଉଡ୍ ସେଲିବ୍ରିଟିଙ୍କ ନାଁ…

ପୂର୍ବତନ ପୋଲିସ ଡିଜିଙ୍କ ରବିନ୍ ହୁଡ ଅନ୍ଦାଜ… ଭିଡିଓ ଭାଇରାଲ

ପାଟନା: ଗୁପ୍ତେଶ୍ୱର ପାଣ୍ଡେରୁ ରବିନ୍ ହୁଡ୍ ପାଣ୍ଡେ । ଷ୍ଟାଇଲ, ଲୁକ୍ ଆକ୍ସନ ଆଉ ଠାଣି ପୁରାପୁରି ଫିଲ୍ମି । ବିହାରର ଦବଙ୍ଗ ପୋଲିସ ଅଫିସର ପୂର୍ବତନ ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ । କିଛି ଦିନ ହେବ ପୋଲିସ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ତା’ପରେ ଆସିଛି ପାଣ୍ଡେଙ୍କ ରବିନ୍ ହୁଡ…

ବିଦ୍ୟୁତ ଦର ନିଷ୍ପତ୍ତି OERCର: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଚାରିଆଡୁ ପ୍ରତିବାଦ ହେଉଛି । ଏହାରି ଭିତରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି, ବିଦ୍ୟୁତ ଦର ପ୍ରସଙ୍ଗରେ ଓଇଆର୍‌ସି ନିଷ୍ପତ୍ତି ନିଏ । ଦର ବୃଦ୍ଧି ନିଷ୍ପତ୍ତି…

ରାଫେଲ୍ ଫ୍ଲାଇଟର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ!

ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲର ପ୍ରଥମ ମହିଳା ପାଇଲଟ ହୋଇପାରନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ବନାରସରେ ବାସ କରୁଥିବା ଶିବାଙ୍ଗୀ ଗତ ଏକ ମାସ ଧରି ଅମ୍ବାଲାରେ ରାଫେଲ୍ କନଭର୍ସନ ଟ୍ରେନିଂ ନେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଗୋଲ୍ଡେନ୍ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ…