Latest Odisha News
Browsing Category

ଫିଚର

କୋଭିଡ ମୁକାବିଲା: ଆଜିଠୁ ଗଂଜାମରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କ୍ୟାମ୍ପେନ୍

ଗଞ୍ଜାମ: ରାଜ୍ୟରେ ବଢ଼ି ଚାଲିଛି କୋଭିଡ ମାମଲା । ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ । ଗଂଜାମକୁ କରୋନା ମୁକ୍ତ କରିବା ପାଇଁ ଆଜିଠୁ ସେଠାରେ କ୍ୟାମ୍ପେନ ଆରମ୍ଭ ହୋଇଛି । ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ୱେଚ୍ଛାସେବୀ ଓ ଜନପ୍ରତିନିଧି ଘରକୁ ଘର…

୫୭ ଲକ୍ଷ ଟପିଲା ଦେଶରେ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ ହଜାର ୫୦୮ ନୂଆ କରୋନା ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ପାର କରିଛି । ସଂକ୍ରମିତ ହେଲେଣି ମୋଟ୍ ୫୭…

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ମାସୁଦ ଅଲ୍ଲି ସୂଚନା ଦେଇଛନ୍ତି । ଗତ ୧୪ ତରିଖରେ ଅସୁସ୍ଥତା ଅନୁଭବ କରିବାକୁ ସେ ହସ୍ପିଟାଲରେ…

ଶିକାର ବେଳେ ଶିକାରୀଙ୍କ ଗୁଳିରେ ଗଲା ଜୀବନ, ୧୮ ଅଟକ

ରାୟଗଡା: ଶିକାର ବେଳେ ପଶୁ ଶିକାରୀ ଗୁଳିମାଡରେ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକାଂଚ ଥାନା ଖାଇଲାଯୋଡି ଅଂଚଳରେ । ସୂଚନାନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହା ଶିକାର କରିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ଜଣେ…

ଭଲ ଖବର: ଚିହ୍ନଟ ହେଉଛନ୍ତି କମ୍ କରୋନା ଆକ୍ରାନ୍ତ, ସୁସ୍ଥ ଅଧିକ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିଛି । ଏବେ ପାଖାପାଖି ଲକ୍ଷେ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଣିକି ପ୍ରତିଦିନ ପଜିଟିଭ୍ କମ୍ ବାହାରୁଛନ୍ତି ଓ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତ ପାଞ୍ଚ ଦିନରେ ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ପରଲୋକରେ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ମୁମ୍ବାଇ: ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଆଉ ଜଣେ ଅଭିନେତା । ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି । ବହୁ ଦିନ ଧରି ସେ ଫୁସ୍‌ଫୁସ୍ କ୍ୟାନ୍‌ସରରେ ପୀଡିତ ଥିଲେ । ସେ କ୍ୟାନ୍‌ସର ଷ୍ଟେଜ-୪ ରେ ଥିଲେ । ଗତକାଲି ତାଙ୍କ…

ସୁରତ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଲେବାନନ ଭଳି ବିସ୍ଫୋରଣ

ସୁରତ: ଗୁଜରାଟର ସୁରତରେ ଲେବନନ୍ ଭଳି ବିସ୍ଫୋରଣ। ଜାହିରା ସ୍ଥିତ ଓଏନସିଜି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଓଏନସିଜି ପ୍ଲାଣ୍ଟର ଦୁଇଟି ଟର୍ମିନାଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି । ଭୋର ସାଢେ ୩ଟା ବେଳେ ହଠାତ ପାଇପଲାଇନରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୪-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୪ ରିଖ ଗୁରୁବାର କନ୍ୟା ୯ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ।   ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: ତୁଳା ଓ କୁମ୍ଭ ରାଶିର…

IPL ମହାସମର: କୋଲକାତାକୁ ୪୯ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍ ଲଢ଼େଇରେ କୋଲକାତା ନାଇଟ ରାଇଡର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ବିସ୍ଫୋରକ ୮୦ ରନ୍ ଓ ଦ୍ରୁତ ବୋଲର ଓ୍ୱିକେଟ ଖସାଇବାରୁ ୪୯ ରନରେ ବିଜୟୀ ହୋଇଛି ମୁମ୍ବାଇ । କୋଲକାତା ପଦାର୍ପଣ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ମୁମ୍ବାଇ ଦୁଇଟି ମ୍ୟାଚରୁ…

IPLରେ ରୋହିତ ଶର୍ମା ମାରିଲେଣି ୨୦୦ଟି ଛକା

ଆବୁଧାବି: ଆଇପିଏଲରେ ପୁଣି ଧୂଆଁଧାର ଇନିଂସ ଖେଳିଛନ୍ତି ହିଟମ୍ୟାନ୍ ତଥା ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୫୪ ବଲରେ ବିସ୍ଫୋରକ ୮୦ ରନ୍ ପିଟିଛନ୍ତି । ଏହା ଭିତରେ…