Latest Odisha News

BREAKING NEWS

Browsing Category

ଫିଚର

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।…

ଦିଶାଙ୍କୁ ହତ୍ୟା କରାଯାଇଛି, ପ୍ରମାଣ ମୋ ପାଖରେ ଅଛି : ନିତିଶ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୩ ମାସ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ବୁଧବାର ବିଜେପିର ନେତା ନିତିଶ ରାଣେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଏକ ଚ୍ୟାନେଲକୁ ସାକ୍ଷତକାର ଦେଇ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ଦିଶା…

ଆସିଲା ଭିଭୋ କମ୍ପାନୀର ସ୍ମାର୍ଟୱାଚ୍: ଜାଣନ୍ତୁ କ’ଣ ଫିଚର ରହିଛି ଏଥିରେ

ଭିଭୋ କମ୍ପାନୀ ଆଗାମୀ ଭିଭୋ ସ୍ମାର୍ଟୱାଚର  ଡିଜାଇନକୁ ନେଇ ଅନ୍ୟ ଏକ ଟିଜର ରିଲିଜ୍ କରିଛି | ଭିଡିଓ କ୍ଲିପ୍ ସ୍ମାର୍ଟ ୱାଚ୍ କୁ ଏକ ସର୍କୁଲାର୍ ଡାଏଲ୍, ଦୁଇଟି ବଟନ୍, ଷ୍ଟ୍ରାପ୍ ଏବଂ ଏହାର ବିକଳ୍ପ ସହିତ ହାର୍ଟ ରେଟ୍ ମନିଟର ବୈଶିଷ୍ଟ୍ୟ ବିଶିଷ୍ଟ ଦର୍ଶାଉଛି । ୨୪ ଘଣ୍ଟିଆ ହୃଦସ୍ପନ୍ଦନ…

୨୧,୦୦୦ ଲିଟର ପିଡିଏସ୍ କିରୋସିନ୍ ଜବତ, ୩ ଅଟକ

କଟକ: ଜବତ ହେଲା ବିପୁଳ ପିଡିଏସ୍ କିରୋସିନ୍ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍ ।…

୮୧ ହଜାର ଡଲାରରେ ନିଲାମ ହେଲା ଆବ୍ରାହାମ ଲିଙ୍କନଙ୍କ କେଶ

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ କେଶ ଏବଂ ରକ୍ତର ଦାଗଯୁକ୍ତ ଏକ ଟେଲିଗ୍ରାମକୁ ନିଲାମ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ୮୧ ହଜାର ଡଲାରରୁ ଅଧିକ ମୂଲ୍ୟରେ ଏହା ନିଲାମ ହୋଇଥିବା ବୋଷ୍ଟନ ଆରଆର କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋର୍ଡସ ଥିଏଟରରେ ଜନ ୱିଲକିସ୍…

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ…

ଦିବ୍ୟାନୀ ଓ ପ୍ରଭଂଜନ ପାଇବେ ଜାତୀୟ ସେବା ଯୋଜନା ସମ୍ମାନ

ବାରିପଦା: ଚଳିତବର୍ଷ ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ରେ ସମ୍ମାନିତ ହେବେ ବାରିପଦାର ଜଣେ ଛାତ୍ର ଓ ଜଣେ ଛାତ୍ରୀ । ସେମାନେ ହେଲେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଂଜନ ମଣ୍ଡଳ । ଏହି ଦୁଇ ସ୍ୱେଚ୍ଛାସେବୀଙ୍କ ସମେତ ଦେଶର…

ଯବାନଙ୍କ ଉପରୁ ଟଳିଲା ବିପଦ, ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ଯବାନଙ୍କ ଉପରୁ ଟଳିଲା ବଡ ଧରଣର ବିପଦ । ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ । ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ମାଲକାନଗିରି ସୀମାକୁ ଲାଗି ରହିଥିବା ସୁକମା ଜିଲ୍ଲାରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୁକମା ଜିଲ୍ଲା କୋଂଟା ଥାନା ମୁରଲିଗୁଡା ରାସ୍ତା…

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…