Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ । କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ…

ଉପନିର୍ବାଚନ ବୈଠକରେ ବିଜେଡିରେ ମୁହାଁମୁହିଁ, ସଭାପତି ପଦକୁ ନେଇ କନ୍ଦଳ

ଜଗତସିଂହପୁର: ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ ଟଣାଓଟଣା । ଆରମ୍ଭ ହୋଇଛି କନ୍ଦଳ । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ପାଟିତୁଣ୍ଡ । ଆକଟ ସତ୍ତ୍ୱେ ହୋଇଛନ୍ତି ଠେଲାପେଲା । ତିର୍ତୋଲ ଉପ ନିର୍ବାଚନକୁ ନେଇ ମୁନି ଗୋସେଇଁ ମଠରେ ଅନୁଷ୍ଠିତ ବିଜେଡିର ରୁଦ୍ଧ ଦ୍ୱାର ବୈଠକରେ ଏହି ଘଟଣା…

ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି, ଟ୍ରମ୍ପଙ୍କ ଦ୍ୱିତୀୟ କୂଟନୈତିକ ବିଜୟ

ୱାଶିଂଟନ: ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି ହୋଇଛି । ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ବଳରେ ଉଭୟ ଦେଶ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ୩୦ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତିପକ୍ଷ…

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ରାହୁଲ ଗାନ୍ଧୀ ଠିକ କହିଛନ୍ତି: ସଚିନ ପାଇଲଟ

ଜୟପୁର: ଖରାପ ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନାକୁ ସମର୍ଥନ କରିଛନ୍ତି ଯୁବ ନେତା ସଚିନ ପାଇଲଟ । କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯଥାର୍ଥ ଅଟେ । ଶିଳ୍ପଗୁଡିକ ବନ୍ଦ ଥିବାରୁ ଦେଶର…

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ ବିୟୋଗ, ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ଦେହାନ୍ତ ହୋଇଯାଇଛି ।  ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ…

କେଜ୍ରିୱାଲ୍ ସରକାରଙ୍କ ଉଦ୍ୟମକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ: ଗୋଆ ଆପ୍

ପଣଜି: ଜାତୀୟ ରାଜଧାନୀ ଦିଲ୍ଲୀ ରେ କୋଭିଡ ନିୟନ୍ତ୍ରଣର କ୍ରେଡ଼ିଟ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଳିବା ପରେ ଏହାର ଉତ୍ତର ରଖିଛି ଗୋଆ ଆପ୍ । ଶନିବାର ଦିନ ଗୋଆରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୁରେନ ତିଲଭେ କହିଛନ୍ତି ଯେ ଦିଲ୍ଲୀ ମଡେଲ କୁ ନେଇ  ଗୋଆ…

ବ୍ରାଣ୍ଡ ଅସଲି, ମାଲ୍ ନକଲି: ବଜାରରେ ମିଳୁଛି ଭେଜାଲ ପୂଜା ସାମଗ୍ରୀ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ ମାଲାଗୋଦାନ ଥାନା ପୋଲିସ ଏଭଳି ଏକ ଠକ ଦୋକାନୀଙ୍କୁ କାବୁ କରିଛି ।…

ଆସନ୍ତା ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,…

ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ଅଛନ୍ତି । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ…