Latest Odisha News

BREAKING NEWS

Browsing Category

ଫିଚର

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି…

୭୮ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୭ ଲକ୍ଷ ଟପିଲା କରୋନା ମାମଲା, ମୃତ୍ୟୁ ସଂଖ୍ୟା ଟପିଲା ୬୬ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଦୁର୍ଘଟଣା ଘଟାଇଥିବା ବସକୁ ଜାଳି ଦେଲେ ଉତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା: ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ତୁମୁଳୁକାଣ୍ଡ । ବସରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ । ବିଚ ରାସ୍ତାରେ ହୁ ହୁ ହୋଇ ଜଳିଗଲା ବସ୍ । କେନ୍ଦ୍ରାପଡ଼ା ଜିଲ୍ଲାର ହଦଳିଆଗଡା ନିକଟରେ ଏହି ଘଟଣା ଘଟିଛି । ଆଜି ସକାଳୁ ପାଞ୍ଚ ନମ୍ବର ଜାତୀୟ ରାଜପଥର ହଳଦିଆଗଡ଼ା…

ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବର୍ତ୍ତମାନ ସୁଦ୍ଧା ଶହେ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କଲେଣି । ଏହି ମହାନତା ପାଇଁ ସେମାନଙ୍କୁ ତାରିଫ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,…

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରଜରାଜନଗର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀପ…

କମୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା

ଯାଜପୁର: ବନ୍ୟା କମିବା ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବିପତ୍ତି ରୁ ଲୋକେ ମୁକୁଳି ଥିବା ବେଳେ ବନ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଉପରେ ଦାଉ ସାଜିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ସମେତ ୩ଟି ପ୍ରମୁଖ ନଦୀରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା…

ପାଣିପାଗ ବିଭାଗର ସର୍ତକ ସୂଚନା: ଏହି ସବୁ ଜିଲ୍ଲାକୁ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କଟକ, ଖୋର୍ଦ୍ଧା, ବଲାଙ୍ଗୀର, ନୂଆପଡ଼ା,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୨-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୨ ରିଖ ବୁଧବାର ସିଂହ ୧୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର:-କର୍କଟ ରାଶିର  ଘାତ ଚନ୍ଦ୍ର:-…

ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା । ଆଜି ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ କରୋନା ଟେଷ୍ଟ କରିଥିଲେ । ତେବେ ତାହା ପଜିଟିଭ୍ ଆସିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ନିଜେ ବିକ୍ରମ ପଣ୍ଡା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବାକୁ…

କୋଭିଡ ପରିଚାଳନା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଦାୟିତ୍ୱରେ ଦୁଇ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦିନକୁ ଦିନ ଖୋର୍ଦ୍ଧା ଓ ଭୁବନେଶ୍ୱରରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଦୁଇ ଆଇଏଏସ୍ ଅଧିକାରୀ ପାରୁଲ ପତୱାରୀ, ବିଶାଲ ସିଂଙ୍କୁ ବିଏମସି ଓ ଖୋର୍ଦ୍ଧା ଦାୟିତ୍ୱ ଦେଇଛନ୍ତି । ଗଂଜାମ ଜିଲ୍ଲାରେ କୋଭିଡ ପରିଚାଳନା ଦିଗରେ ଏଡିଏମ ଭାବେ ଭଲ…