Latest Odisha News

BREAKING NEWS

Browsing Category

ଫିଚର

ଭୁୁବନେଶ୍ୱର ଓ କଟକରେ କାଲି ସକାଳ ଯାଏଁ ଛେଚିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । କଟକ ଓ ଭୁବନେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ…

ଫଟୋଗ୍ରାଫି ଦିବସ: ବିଶ୍ୱର କେତେକ ସ୍ମରଣୀୟ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ । ଆସନ୍ତୁ ଜାଣିବା ବିଶ୍ୱର କେତେକ ସ୍ମରଣୀୟ ଫଟୋ ବିଷୟରେ । ଚନ୍ଦ୍ରରେ ମଣିଷ ପଂହଚିଲା : ଜୁଲାଇ ୧୯୬୯ରେ ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ । ସେମାନଙ୍କ ପାଖରେ ଗୋଟିଏ କ୍ୟାମେରା ଥିଲା । ଏଲଡ୍ରିନ…

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ଫଳ: ପାସ୍‌ ହାର ୭୪.୯୫ %

ଭୁବନେଶ୍ୱର: ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୪.୯୫ %। ପୂର୍ବ ବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମମାଲରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ , ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ…

କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୨୫୦୦ ପାର୍

ଭୁବନେଶ୍ୱର: ସଙ୍ଗିନ ହେଉଛି କରୋନା ସ୍ଥିତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୮୯ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ ରେ ପହଞ୍ଚିଛି। ଏହାସହ ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢୁଛି । ଗୋଟିଏ ଦିନରେ ଏହା ୫୦ ହଜାର ପାର…

ମୃତ୍ୟୁ ମିଟର ଉପର ମୁହାଁ; ଦେଶରେ ୨୪ ଘଣ୍ଟାରେ ଗଡ଼ିଲା ୨୦୦୦ ମୁଣ୍ଡ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଆଜି ବାହାରିବ +୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆଜି ବାହାରିବ ଯୁକ୍ତ ୨ ବାଣିଜ୍ୟ ଫଳ । ଆଜି ଦିନ ୧୧ ଟା ୩୦ ରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବା ନେଇ…

ଆଜିଠାରୁ ଲଘୁଚାପ ବର୍ଷାରେ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ଏହାର ପ୍ରଭାବରେ ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା୧୯-୮-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୯ ରିଖ ବୁଧବାର ସିଂହ ୪ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-:କର୍କଟ…

[ଭାଇରାଲ୍ ଭିଡିଓ] ମାଆ କରୁଛି ମାଆକୁ ସଲାମ

ସେ ଭାରତ ମାତା । ତ୍ରିରଙ୍ଗା ଫର୍ ଫର୍ ଉଡିଲା ବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ଆମେ ସ୍ୱାଧୀନ । ଇଂରେଜ ଶାସନ କାଳରେ ଏଇ ଭାରତ ଦେଖିଛି କେତେ କେତେ ଜୁଲମ୍‌, ଦେଖିଛି ଅତ୍ୟାଚାର । ଏଇ ମାଆ ମାଟି ପାଇଁ କେତେ ଯେ ଜୀବନ ଯାଇଛି କେତେ ରକ୍ତ ବୋହୁଛି । ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ…