Latest Odisha News

BREAKING NEWS

Browsing Category

ଫିଚର

ଶାହାରୁଖଙ୍କ ଆଗାମୀ ଫିଲ୍ମର ନାମ ପଠାନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମର ନାମ ହେବ ପଠାନ । ବଲିଉଡ ହଙ୍ଗାମା ରିପୋର୍ଟ ମୁତାବକ ୱାର ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏହି ମେଗା ଆକ୍ସନ ଫିଲ୍ମରେ ଶାହାରୁଖ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ୟଶରାଜ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବ ।…

କେରଳ ଭୂସ୍ଖଳନରେ ୧୫ ମୃତ, ୫୦ରୁ ଅଧିକ ନିଖୋଜ

କୋଚି: ପ୍ରବଳ ବର୍ଷା ଯୋଗୁ କେରଳ ଇଦୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ରାଜମଲାଈ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । କିଛି ଆହତ ହୋଇଛନ୍ତି । ୫୦ରୁ ଅଧିକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ । ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଟିମ୍ ।…

ଓଡିଶା କ୍ୟାଡର ଆଇପିଏସ୍ ଅଫିସର ସିଆରପିଏଫ୍ ଆଇଜି ଭାବେ ନିଯୁକ୍ତ

ଭୁବନେଶ୍ୱର: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ପି.ଏସ୍ ରଣପିସଙ୍କୁ ନିଯୁକ୍ତ କରାଯାଇଛି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ସହ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ୫ ବର୍ଷ ପାଇଁ କେନ୍ଦ୍ରୀୟ ରିଜର୍ଭ…

୨୦୨୧ ଆରମ୍ଭରେ ହେବ ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ

ମୁମ୍ବାଇ: ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ ଆସନ୍ତା ବର୍ଷକୁ ଘୁଂଚିଛି । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପୂର୍ବରୁ ସେପ୍ଟମ୍ବର-ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୩ଟି ଟି୨୦ ମ୍ୟାଚ ଖେଳାଯିବାର ଥିଲା…

୧୦୦ ଅରବ ଡଲାର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହେଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ: ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରଥମ ଥର ପାଇଁ ୧୦୦ ଅରବଲ ଡଲାର ବ୍ୟବସାୟୀ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ୱର ୩ୟ ବ୍ୟବସାୟୀ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି । ପୂର୍ବରୁ କେବଳ ଆମେଜନର ଜେଫ ବେଜୋସ ଓ ମାଇକ୍ରୋସଫ୍ଟର ବିଲ ଗେଟ୍ସ ଏହି କ୍ଲବରେ ସାମିଲ ହୋଇ ସାରିଛନ୍ତି…

କାଲିଠୁ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁ ଚାପ । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୧୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଶନିବାର ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ରିସୋର୍ଟରେ ଏକେ-୪୭ ସହ ୩ ଯୁବକ ପଶିଲେ

ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ରିସୋର୍ଟରେ ଏକେ-୪୭ ସେମି ଅଟୋମେଟିକ ରାଇଫଲ ସହ ୩ ଯୁବକ ପଶିଥିଲେ । ମାର-ଏ-ଲେଗୋ ରିସୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସେମାନେ ପଶି ଯାଇଥିଲେ । ପୂର୍ବରୁ ମଧ୍ୟ ୪ଥର ଏ ଭଳି ଘଟଣା ଘଟିଛି । ୨ ଥର ଚୀନ…

ରିୟାଙ୍କ କଲ ରେକର୍ଡରେ ମୁମ୍ବାଇ ପୋଲିସ ଅଫିସରଙ୍କ ନାମ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ରିୟା ଚକ୍ରବର୍ତିଙ୍କ ଅସୁବିଧା ବଢ଼ିବାରେ ଲାଗିଛି । କଲ ରେକର୍ଡରେ ରିୟା ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ଯୋଗାଯୋଗରେ ଥିବା ଜଣାପଡିଛି । ମହାରାଷ୍ଟ୍ର ପୋଲିସ ସୁଶାନ୍ତ କେସକୁ ଚାପିବାର ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି ।…

ମ୍ୟାଡାମ ୪୨୦, ତାଳଚେରରେ ଡାକ୍ତରଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ

ତାଳଚେର: ମହଙ୍ଗା ପଡିଲା ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତରଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଠକିବା ଘଟଣା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ତାଳଚେର ଅଂଚଳରେ । ସୂଚନା ଅନୁଯାୟୀ, ଗିରଫ ଯୁବତୀଙ୍କ ନାଁ ଦୀପା ଓରଫ ସୁପ୍ରିୟା ସ୍ୱାଇଁ ।…

ଓଡିଶାରେ ୯୦୫ ପୋଲିସ ପଦବୀ ଓ ୬ ନୂଆ ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ପୋଲିସରେ ୯୦୫ଟି ପଦବୀ ଏବଂ ରାଜ୍ୟରେ ୬ ଟି ନୂତନ ଥାନା ପ୍ରତିଷ୍ଠାକୁ ଶୁକ୍ରବାର ଦିନ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନାଗରିକ ମାନଙ୍କୁ ଯଥେଷ୍ଟ ସେବା ପ୍ରଦାନ କରିବା ଲାଗି ୨୨୦ ପୋଲିସ ଷ୍ଟେସନ୍ ପାଇଁ ୯୦୫ ପୋଲିସ…