Latest Odisha News

BREAKING NEWS

Browsing Category

ଫିଚର

ବେହେରା ସାହିରୁ ୨୪ ସମେତ କଟକରୁ ଆଉ ୬୪ ପଜିଟିଭ ଚିହ୍ନଟ

କଟକ: କଟକରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୬୪ କରୋନା ସଂକ୍ରମିତ । ଏଥିମଧ୍ୟରୁ ୧୧ ଜଣ କ୍ୱାରେଂଟାଇନ୍ କେନ୍ଦ୍ରର, ୧୨ ଜଣ ହୋମ୍ କ୍ୱାରେଂଟାଇନ୍‌ର ଓ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୯ରେ ପହଂଚିଛି । ସହରରେ ୭୦୮ ଟି ଆକ୍ଟିଭ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୫୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୭ ରହିଛି । ସୁସ୍ଥ ହୋଇଥିବା ୧୧୫୦ ଜଣଙ୍କ ମଧ୍ୟରୁ ୨୯୦ ଜଣ ଗଞ୍ଜାମରୁ, ୧୯୭…

‘ମୋ ବସ୍‌’ ପାସର ଅବଧି ବଢିଲା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଗୁରୁବାର ଦିନ ଅନଲାଇନ୍ ଭୁବନେଶ୍ୱର ପାସ୍ ଓ ମ୍ୟାଜିକ ପାସର ଅବଧିକୁ ଅଟୋମେଟିକାଲି ବୃଦ୍ଧି କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ…

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ଗାଏବ୍‌: ବୟାନ ରଖିଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସପନରୁ ପଦ୍ମପାଖୁଡା ପଥର ଗାଏବ । ଏହି ଘଟଣାରେ ଆଜି ବୟାନ ରଖିଛନ୍ତି ବରିଷ୍ଠ ସେବାୟତ । ସେବାୟତ ଇପସିତ ପ୍ରତିହାରୀଙ୍କୁ ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ କରିଥିଲେ । ନୋଟିସ୍ ଭିତ୍ତିରେ ସେବାୟତ ଇପସିତ ପ୍ରତିହାରୀ ଶ୍ରୀମନ୍ଦିର ପ୍ରଶାସନଙ୍କ…

ଭିଭୋ ଆଇପିଏଲ ଟାଇଟଲ ସ୍ପନଶରରୁ ହଟିଲା, ୨ ଦିନ ମଧ୍ୟରେ ଟେଣ୍ଡର ଡକାଯିବ : ବିସିସିଆଇ

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ ଭିଭୋ ଆଗାମୀ ଆଇପିଏଲ ସଂସ୍କରଣର ଟାଇଟଲ ସ୍ପନସରଶିପରୁ ହଟିବା କଥା ବିସିସିଆଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି । ପୂର୍ବରୁ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ…

ଭୀମସାରର ପୁଣି ୩ ଡାକ୍ତରଙ୍କୁ କରୋନା

ବୁର୍ଲା: କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍…

ଏସିଆରେ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ବେଜିଂରେ ପରୀକ୍ଷଣ କଲା ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ

ନୂଆଦିଲ୍ଲୀ: ଏସିଆରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । ଆମେରିକା ଓ ଭାରତ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଚୀନ ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲର ପରୀକ୍ଷଣ କରିଛି । ପରୋକ୍ଷରେ ମାନସିକ ଚାପ ପକାଇବା ପାଇଁ ଡ୍ରାଗନ ଏହି ମାଇଣ୍ଡ ଗେମ୍ ଖେଳୁଛି । ରିପୋର୍ଟ ମୁତାବକ ବେଜିଂରୁ…