Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୩୧ ଯାଏଁ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆଗାମୀ ଜୁଲାଇ ୩୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍…

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ…

କନ୍ଧମାଳରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ

କନ୍ଧମାଳ: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ କାନ୍ଧମାଲ ଜିଲ୍ଲାକୁ ଆଗାମୀ ୧୦ ଦିନ ଯାଏଁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋରୋନା…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଉତ୍କଣ୍ଠିତ ଛାତ୍ରଛାତ୍ରୀ

କଟକ: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ପରୀକ୍ଷାଫଳ ଅନୁମୋଦନ କାର୍ଯ୍ୟ ଶେଷ ହେବ । ସାଢ଼େ ୧୧ଟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଛାତ୍ରଛାତ୍ରୀ ବୋର୍ଡର ଦୁଇଟି ଓ୍ୱେବସାଇଟ୍ ଓ ଏସଏମଏସ୍…

ସମ୍ୱଲପୁର ଓ ରେଙ୍ଗାଲି ବିଧାୟକଙ୍କ ନାଁରେ ପୋଲିସ ରୁଜୁ କଲା ମାମଲା

ସମ୍ୱଲପୁର: ପୁଣି ବିବାଦରେ ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ତାଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ଏତଲା ହୋଇଛି । ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ବି ରୁଜୁ ହୋଇଛି ମାମଲା । କୋଭିଡ୍ ନିୟମର ଉଲ୍ଲଂଘନ ଓ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏତଲା ଦାୟର…

କେମିତି କଟିବ ଆଜିର ଦିନ…

ରାଶି ଫଳ ତା ୨୯-୦୭-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୯ ରିଖ ବୁଧବାର କର୍କଟ ୧୪ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର- କର୍କଟ…