Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ସର୍ବାଧିକ ୮୬୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୬୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1287390679191048192?s=19…

କରୋନା ଭାଇରସ : ଉତ୍ତରକୋରିଆରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା

ପ୍ୟୋଙ୍ଗୟଙ୍ଗ: ଶେଷରେ ଉତରକୋରିଆରେ କରୋନା ପଂହଚିଲା । ରିପୋର୍ଟ ମୁତାବକ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ଉତରକୋରିଆ ଆସିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇବା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ…

ରହେମାନଙ୍କ ସନ୍ଦେହ ଦୂର କଲେ ଶେଖର କାପୁର, ଓସ୍କାର ସମ୍ମାନ ବଲିଉଡରେ ମୃତ୍ୟୁ ସହ ସମାନ

ମୁମ୍ବାଇ: ଭାରତୀୟ ଫିଲ୍ମ ଦୁନିଆରେ ଦୁଇ ମହାରଥୀ ସଙ୍ଗୀତକାର ଏଆର ରହେମାନ ଏବଂ ନିର୍ଦ୍ଦେଶକ ଶେଖର କାପୁର ଖୋଲାଖୋଲି ଭାବେ ବଲିଉଡର ପକ୍ଷପାତିତା ଏବଂ ଅପାରଗ ପଣିଆକୁ ପଦାରେ ପକାଇଛନ୍ତି । ଦିଲ ବେଚାରା ଫିଲ୍ମରେ ସଙ୍ଗୀତ ଦେଇ ରହେମାନ ପୁଣି ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ରବିବାର…

ଟଙ୍କା ନଦେବାରୁ ଅଧା ରାସ୍ତାରେ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା: ଟଙ୍କା ଦିଅ, ନହେଲେ ଆମ୍ବୁଲାନ୍ସରୁ ଓହ୍ଲାଅ । କରୋନା ରୋଗୀଙ୍କ ଆଗରେ ଏଭଳି ଦାଦାଗିରି ଦେଖାଇଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କେବଳ ସେତିକି ନୁହେଁ ଗୁରୁତର ରୋଗୀଙ୍କ ଠାରୁ ଅକ୍ସିଜେନ୍ ପାଇପ୍ ମଧ୍ୟ କାଢ଼ିବାକୁ ପଛଇନି । ଏଭଳି ଘଟଣା ଘଟିଛି କୋଲକାତାରେ । କୋଲାକାତାର…

ସୁଶାନ୍ତଙ୍କ ଦିଲ ବେଚାରା ଦେଖି ଭାବ ପ୍ରବଣ ହୋଇ ପଡିଲେ କ୍ରିକେଟର ମନୋଜ ତିୱାରୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରା ୱେବ ଓ ଓଟିଟି ଦୁନିଆରେ ଝଡ ସୃଷ୍ଟି କରୁଛି କହିଲେ ଭୁଲ ହେବ ନାହିଁ । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିବା ସହ ଆଇଏମଡିବି ୯.୭ ରେଟିଂ ଦେଇଛି । ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖି ଭାରତୀୟ କ୍ରିକେଟର…

ସିଲଭର ସିଟି କଟକରେ ଆଉ ୫୭ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍ କ୍ୱାରେଂଟାଇନ୍‌ରୁ ୩୮, ପେଡ୍ କ୍ୱାରେଂଟାଇନ୍‌ରୁ ୨ ଓ ସ୍ଥାନୀୟ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌: କରନ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବଲିଉଡର ନକାରାତ୍ମକ ଦିଗକୁ ଉଜାଗର କରିଛି । ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ରବିବାର କରଣ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ ପଠାଇଛି । ଆତ୍ମହତ୍ୟା ମାମଲାରେ ଏହି ଦୁଇ ଜଣଙ୍କ ନାମ ଉଠିଥିବାରୁ ପୋଲିସ ଏହି ପଦକ୍ଷେପ ଗ୍ରହଣ…

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ କରୋନାର ତାଜା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୩୭୩ କୋଭିଡ଼ କେୟାର ହୋମ୍ କରାଯାଇଛି । ଆଗକୁ ଅଧିକ କରୋନା ପରୀକ୍ଷା କରାଯିବ । ନରସିଂହପୁର, ମାହାଙ୍ଗାରୁ ବେଶି ପ୍ରବାସୀ ଆସିଥିଲେ । କୋଭିଡ଼ କେୟାର ସେଂଟରରେ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଲକ୍ ଡ଼ାଉନ ସମୟରେ ଘରକୁ…

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର…

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ…